OR/701213b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଇନ୍ଦୋର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ୟତତି ସିଦ୍ଧୟେ ( ଭ.ଗୀ. ୭.୩) । ଆଧ୍ୟାତ୍ମିକ ଜ୍ଞାନର ବିକାଶ ଅର୍ଥ ହେଉଛି ଜୀବନର ସିଦ୍ଧତା । କିନ୍ତୁ ଲୋକମାନେ ଏହା ପାଇଁ ଚେଷ୍ଟା କରନ୍ତି ନାହିଁ । ତେଣୁ ଗୀତା କୁହନ୍ତି, ମନୁଷ୍ୟାଣାଂ ସହସ୍ରେଷୁ: "ହଜାର ହଜାର ଲୋକଙ୍କ ମଧ୍ୟରୁ ଜଣେ ଆଧ୍ୟାତ୍ମିକ ଉନ୍ନତି ପାଇଁ ଜ୍ଞାନ ଆହରଣ କରିବାକୁ ଚେଷ୍ଟା କରିପାରନ୍ତି " । ଏବଂ ୟତତାମପି ସିଦ୍ଧାନାଂ ( ଭ.ଗୀ. ୭.୩): 'ଏହିପରି ଅନେକ ବ୍ୟକ୍ତିଙ୍କ ମଧ୍ୟରୁ ଯେଉଁମାନେ ଆଧ୍ୟାତ୍ମିକ ଜ୍ଞାନ ଆହରଣ କରୁଛନ୍ତି, କ୍ୱଚିତ୍ ବୁଝିପାରିବେ କୃଷ୍ଣ କ'ଣ । "
701213 - ବାର୍ତ୍ତାଳାପ B - ଇନ୍ଦୋର