OR/701213 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଇନ୍ଦୋର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଯାହା ଘୃଣ୍ୟ ଲକ୍ଷଣ ବିକଶିତ କରିଛୁ, ଯଦି ଆମେ ଏହାର ପ୍ରତିକାର କରିବାକୁ ଚାହୁଁ, ତେବେ ଆମକୁ କେବଳ ଭକ୍ତି-ଯୋଗ ଗ୍ରହଣ କରିବାକୁ ପଡିବ। ଅନର୍ଥ। ଅନର୍ଥ । ଆମେ ଅନେକ ଅନର୍ଥ ବିକାଶ କରିଛୁ। ଆମକୁ ଏହାର ଆବଶ୍ୟକତା ନାହିଁ, କିନ୍ତୁ ଆମେ ଏହି ସବୁ ଲକ୍ଷଣଗୁଡିକୁ ବିକଶିତ କରିଛୁ। । ତେଣୁ ଅନର୍ଥ ଉପଶମମ୍। ତେଣୁ ଯଦି ଆପଣ ଏହି ଅନର୍ଥକୁ କାଟିବାକୁ ଚାହାଁନ୍ତି, ତେବେ ଭକ୍ତି-ଯୋଗମ୍ ଅଦୋକ୍ଷଜେ - ଆପଣଙ୍କୁ ଏହି ଅଦୋକ୍ଷଜଙ୍କ ଭକ୍ତି-ଯୋଗ ନୀତିକୁ ଗ୍ରହଣ କରିବାକୁ ପଡିବ । "
701213 - ପ୍ରବଚନ SB 06.01.22-25 - ଇନ୍ଦୋର