OR/701220 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତୁମ ଦେଶରେ ବହୁତ ଭଲ ଔଷଧ,ଔଷଧ-ଦୋକାନ ଥାଇପାରେ, କିନ୍ତୁ ତଥାପି ତୁମେ ରୋଗରେ ପୀଡିତ ହେବାକୁ ପଡିବ। ଗର୍ଭନିରୋଧକ ପାଇଁ ତୁମର ହଜାରେ ପଦ୍ଧତି ଥାଇପାରେ, କିନ୍ତୁ ଜନସଂଖ୍ୟା ବୃଦ୍ଧି ପାଇଛି। ଆହା। ଏବଂ ଯେତେ ଶୀଘ୍ର ମୃତ୍ୟୁ ହେଉଛି, ସେତେ ଶୀଘ୍ର ଏହି ଶରୀର, ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ( ଭ.ଗୀ. ୧୩.୯)। ଭଗବଦ୍-ଗୀତାରେ ସବୁକିଛି ସ୍ପଷ୍ଟ ଭାବରେ କୁହାଯାଇଛି, ଯେ କୌଣସି ବୁଦ୍ଧିମାନ ବ୍ୟକ୍ତି ସେ କହିବେ ଯେ "ଆମେ ଆମର ସମସ୍ତ ଦୁଃଖଦ ଜୀବନର ସମାଧାନ କରିଛୁ, କିନ୍ତୁ ଏହି ଚାରୋଟି ନୀତି ନୁହେଁ "। ତାହା ସମ୍ଭବ ନୁହେଁ, "ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି: ଜନ୍ମର ଯନ୍ତ୍ରଣା, ମୃତ୍ୟୁର ଯନ୍ତ୍ରଣା, ବୃଦ୍ଧାବସ୍ଥାର ଯନ୍ତ୍ରଣା ଏବଂ ରୋଗର ଯନ୍ତ୍ରଣା। ତାହା ବନ୍ଦ ହୋଇପାରିବ ନାହିଁ। ଯଦି ତୁମେ କୃଷ୍ଣ ଭାବନାମୃତ ହୁଅ ତେବେ ତାହା ସମାଧାନ ହୋଇପାରିବ ଏବଂ ଘରକୁ ଫେରିଯାଅ, ଭଗବାନଙ୍କ ପାଖକୁ ଫେରିଯାଅ, କେବଳ ତାହା । ଅନ୍ୟଥା ଏହା ସମ୍ଭବ ନୁହେଁ। "
701220 - ପ୍ରବଚନ SB 06.01.38 - ସୁରତ