OR/701221 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଗୁରୁ ଅର୍ଥ ଆପଣଙ୍କୁ କିଛି ବ୍ୟକ୍ତିତ୍ୱଙ୍କୁ ଖୋଜିବାକୁ ପଡିବ ଯିଏ ବୈଦିକ ଜ୍ଞାନରେ ପାରଙ୍ଗମ। ଶବ୍ଦେ ପରେ ଚ ନିଷଣାତଂ ବ୍ରହ୍ମଣି ଉପଶମାଶ୍ରୟଂ । ଏଗୁଡିକ ଗୁରୁଙ୍କର ଲକ୍ଷଣ: ଯେ ସେ ବେଦାନ୍ତ ସହ ଭଲ ପରିଚିତ, ଜ୍ଞାନବାନ ଅଟନ୍ତି। କେବଳ ଯେ ସେ ଭଲଭାବେ ପାରଦର୍ଶୀ ତାହା ନୁହଁ, କିନ୍ତୁ ସେ ପ୍ରକୃତରେ ନିଜ ଜୀବନରେ ସେହି ପଥରେ ଚାଲୁଛନ୍ତି, ଉପଶମାଶ୍ରୟଂ, ଅନ୍ୟ କୌଣସି ପ୍ରକାରରେ ବିଚ୍ୟୁତ ହୋଇନାହାଁନ୍ତି । ଉପଶମ, ଉପଶମ। ସେ ସମସ୍ତ ଭୌତିକ ଲାଳସା ସମାପ୍ତ କରିଛନ୍ତି। ସେ କେବଳ ଆଧ୍ୟାତ୍ମିକ ଜୀବନକୁ ଗ୍ରହଣ କରିଛନ୍ତି ଏବଂ ପରମପୁରୁଷ ଭଗବାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏବଂ ତା ସହିତ ସେ ସମସ୍ତ ବୈଦିକ ସିଦ୍ଧାନ୍ତ ଜାଣିଛନ୍ତି । ଏହା ହେଉଛି ଗୁରୁଙ୍କ ବର୍ଣ୍ଣନା। "
701221 - ପ୍ରବଚନ SB 06.01.39-40 - ସୁରତ