OR/701226 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ, ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ( ଭ.ଗୀ. ୧୮.୬୬), ସେ କୃଷ୍ଣଙ୍କୁ ଉପାସନା କରନ୍ତି, ସେ ସବୁକିଛି। ସେ ପ୍ରକୃତରେ ବୁଦ୍ଧିମାନ, କାରଣ ତାଙ୍କର ଫଳାଫଳ ସ୍ଥାୟୀ ଅଟେ। ଯଦି ଜଣେ ନିୟମ ଅନୁଯାୟୀ କୃଷ୍ଣଙ୍କୁ ପୂଜା କରେ, ତାପରେ ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ( ଭ.ଗୀ. ୪.୯)। ଏହା ହେଉଛି ସମାଧାନ। ତେଣୁ ଏହି ଶରୀର ପରେ ସେ ଆଉ ଏହି ଭୌତିକ ଜଗତକୁ ଆସିବନାହିଁ । ତେଣୁ ତାହା ହେଉଛି ଜୀବନର ପ୍ରକୃତ ସମାଧାନ। "
701226 - ପ୍ରବଚନ SB 06.01.44 - ସୁରତ