OR/710130 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତୁମେ ପରଂ ବ୍ରହ୍ମ" । ଆମେ ସମସ୍ତେ, କୃଷ୍ଣଙ୍କର ଅଂଶବିଶେଷ ହୋଇଥିବାରୁ ଆମେ ବ୍ରହ୍ମ । ତାହା ଭଲ ଅଟେ । କିନ୍ତୁ ଆମେ ପରଂ ବ୍ରହ୍ମ ନୁହଁ । ପରଂ ବ୍ରହ୍ମ ହେଉଛନ୍ତି କୃଷ୍ଣ । ଆମେ ସମସ୍ତେ ଇଶ୍ୱର । ଇଶ୍ୱର ଅର୍ଥ ନିୟନ୍ତ୍ରକ । ଯେପରି ତୁମମାନଙ୍କ ମଧ୍ୟରୁ କେତେ ଏଠାରେ ଅଛନ୍ତି, ଆଜି ରାତିରେ ଆସିଛନ୍ତି, ମାଜିଷ୍ଟ୍ରେଟ୍, ବିଚାରପତି, ତୁମେ ନିୟନ୍ତ୍ରକ; କିନ୍ତୁ ତୁମେ ସର୍ବୋଚ୍ଚ ନିୟନ୍ତ୍ରକ ନୁହଁ । ଏହି ଉପାୟରେ ସର୍ବୋଚ୍ଚ ନିୟନ୍ତ୍ରକ କିଏ ତାହା ଖୋଜ । ସର୍ବୋଚ୍ଚ ନିୟନ୍ତ୍ରକ ଅର୍ଥାତ୍ ଯିଏ ଅନ୍ୟମାନଙ୍କ ଆଦେଶ ପାଳନ କରିବାକୁ ପଡେନାହିଁ । ସେ ସର୍ବୋଚ୍ଚ ନିୟନ୍ତ୍ରକ । ଅନ୍ୟଥା, ଅନ୍ୟ ସମସ୍ତେ ନିୟନ୍ତ୍ରକ ହୋଇପାରନ୍ତି, କିନ୍ତୁ ତାଙ୍କୁ ଜଣେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଆଦେଶ ପାଳନ କରିବାକୁ ପଡିବ। "
710130 - ପ୍ରବଚନ - ଆଲ୍ହାବାଦ