OR/710212c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆମର ଆନ୍ଦୋଳନ, କୃଷ୍ଣଙ୍କର ପବିତ୍ର ନାମର ଜପ, ଯାହା ସ୍ୱୀକୃତପ୍ରାପ୍ତ। ଏଠାରେ ଏହା କୁହାଯାଇଛି, ତନ୍-ନାମ-ଗ୍ରହଣାଦିଭିଃ । ଏବଂ ଆପଣ ଦେଖିଥିବେ ଯେ ଆମର ..., ବ୍ୟାକ୍ ଟୁ ଗଡହେଡରେ, ହୟଗ୍ରୀବ ମଧ୍ୟ ବାଇବଲରୁ ଅନେକ ଲେଖା ଉଦ୍ଧୃତ କରି ଜପ ଉପରେ ଲେଖିଛନ୍ତି, ହରେ କୃଷ୍ଣ ମନ୍ତ୍ର ଜପ । ତେଣୁ କୃଷ୍ଣଙ୍କର ପବିତ୍ର ନାମ ବା ଭଗବାନଙ୍କର ଏହି ଜପ ସ୍ୱୀକୃତପ୍ରାପ୍ତ । ଏବଂ ପ୍ରକୃତରେ ଏହାର ପ୍ରଭାବ ଅନୁଭବ କରାଯାଉଛି, କାରଣ ନିୟମ ଅନୁଯାୟୀ ଏହି ପ୍ରକାରର ଧାର୍ମିକ ନୀତି କାର୍ଯ୍ୟକାରୀ କରିବାକୁ ଆମକୁ ପରାମର୍ଶ ଦିଆଯାଇଛି, ଅପରାଧହୀନ, ଏବଂ ଏହି ଚାରୋଟି ନୀତି ନିୟାମକୁ ପାଳନ କରି । କେବଳ ହରେ କୃଷ୍ଣ ମନ୍ତ୍ର ଜପ କରି ଏହି ନୀତି ଏବଂ ନିୟମାବଳୀ ପାଳନ କରି ଜଣେ ଘରକୁ ଯିବ, ଭଗବାନଙ୍କ ପାଖକୁ ଫେରିବା ନିଶ୍ଚିତ ଅଟେ । ଏଥିରେ କୌଣସି ସନ୍ଦେହ ନାହିଁ । "
710212 - ପ୍ରବଚନ SB 06.03.18-19 - ଗୋରଖପୁର