OR/710220 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଧ୍ୱନି। ଠିକ୍ ଯେପରି କୀର୍ତ୍ତନ ଚାଲିଛି, ଗୋଟିଏ ପଶୁ ଠିଆ ହୋଇଛି। ସେ ସେହି କୀର୍ତ୍ତନର ଅର୍ଥ କ’ଣ ବୁଝେ ନାହିଁ, କିନ୍ତୁ ସେହି ଧ୍ୱନି ତାଙ୍କୁ ଶୁଦ୍ଧ କରିବ । ଏହି କୋଠରୀ ଭିତରେ ଅନେକ କୀଟ ପୋକ ଅଛନ୍ତି, ଅନେକ ଛୋଟ ପ୍ରାଣୀ, ପିମ୍ପୁଡ଼ି, ମଶା, ମାଛି । କେବଳ ଏହି ପବିତ୍ର ନାମ, ଦିବ୍ୟ ଧ୍ବନି ଶୁଣି ସେମାନେ ଶୁଦ୍ଧ ହେବେ । ପବିତ୍ର -ଗାଥା । ତୁମେ ଗୋପୀଙ୍କ ସହିତ କୃଷ୍ଣଙ୍କର କାରବାର ବିଷୟରେ ଆଲୋଚନା କରିବା ମାତ୍ରେ... କାରଣ କୃଷ୍ଣଙ୍କର ଲୀଳା ଅର୍ଥ ହେଉଛି ଅନ୍ୟ ଦଳ ରହିବା ଆବଶ୍ୟକ । ଆଉ ସେହି ଦଳ କ’ଣ? ତାହା ହେଉଛି ଭକ୍ତ। "
710220 - ପ୍ରବଚନ SB 06.03.27-28 - ଗୋରଖପୁର