OR/710223 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପ୍ରତ୍ୟେକ ଜୀବଜଗତ ସଚେତନ ଅଟନ୍ତି। ମୂଳ ଚେତନା ଏହି ଭୌତିକ ଜଗତର ଦୂଷିତ ବାତାବରଣ ଦ୍ୱାରା ପ୍ରଦୂଷିତ ହୋଇଥାଏ। ଠିକ୍ ଜଳ ପରି, ଯେତେବେଳେ ଏହା ମେଘରୁ ସିଧାସଳଖ ଖସିଯାଏ, ସେତେବେଳେ ଏହା ନିର୍ମଳ ଏବଂ କୌଣସି ମଇଳା ଜିନିଷ ବିନା ଥାଏ, କିନ୍ତୁ ଏହା ଭୂମି ଛୁଇଁବା ମାତ୍ରେ ଏହା କାଦୁଅ ହୋଇ ଯାଏ । ପୁନର୍ବାର, ଯଦି ଆପଣ ଜଳର କାଦୁଅ ଅଂଶକୁ ଛାଣି ନିଅନ୍ତି, ତେବେ ଏହା ପୁଣି ନିର୍ମଳ ହୋଇଯାଏ । ସେହିଭଳି, ଆମର ଚେତନା, ଭୌତିକ ପ୍ରକୃତିର ତିନୋଟି ଗୁଣ ଦ୍ୱାରା ପ୍ରଦୂଷିତ ହୋଇଥିବାରୁ, ଆମେ ପରସ୍ପରକୁ ଶତ୍ରୁ କିମ୍ବା ବନ୍ଧୁ ଭାବରେ ଭାବୁଛୁ । କିନ୍ତୁ ଯେତେ ଶୀଘ୍ର ତୁମେ କୃଷ୍ଣ ଭାବନାମୃତ ସ୍ଥରକୁ ଆସ, ତୁମେ ଅନୁଭବ କର ଯେ "ଆମେ ସମସ୍ତେ ଏକ । କେନ୍ଦ୍ର ହେଉଛନ୍ତି କୃଷ୍ଣ। "
710223 - ପ୍ରବଚନ Pandal - ମୁମ୍ବାଇ