OR/710318b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେଉଁଠାରେ ସୂର୍ଯ୍ୟ ଥାଏ, ସେଠାରେ ସୂର୍ଯ୍ୟ କିରଣ ଥାଏ, ତୁରନ୍ତ । ଯେଉଁଠାରେ ଆଲୋକ ଥାଏ, ସେଠାରେ ତୁରନ୍ତ ଆଲୋକିତ ହୁଏ। ଠିକ୍ ଗୋଟିଏ ବୁନ୍ଦା ବିଷ ପରି। ତୁମେ କେବଳ ଗୋଟିଏ ବୁନ୍ଦା ବିଷ ନିଅ; ଜିଭକୁ ଛୁଇଁବା ମାତ୍ରେ ସମଗ୍ର ଶରୀରରେ ଏହା ତୁରନ୍ତ ବିସ୍ତାର ହୋଇଯାଏ ଏବଂ ଏହା ସମଗ୍ର ରକ୍ତ, ଜଳ, ମୃତ କରେ । ଏହା କିପରି ବିସ୍ତାର ହୁଏ, ପୋଟାସିୟମ୍ ସିଆନାଇଡ୍ ର ଏକ ଛୋଟ ବୁନ୍ଦା? କେବଳ ଏକ ବୁନ୍ଦା, ତୁରନ୍ତ, ଏକ ସେକଣ୍ଡ ମଧ୍ୟରେ । ଯଦି ଏକ ଭୌତିକ ଜିନିଷ ତୁରନ୍ତ ଏତେ ପ୍ରଭାବ ପକାଇପାରେ, କଣ ଆଧ୍ୟାତ୍ମିକ ପରମାଣୁ ତାହା କରିପାରିବ ନାହିଁ । ଏହାକୁ ବିଜ୍ଞାନ କୁହାଯାଏ।"
710318 - ବାର୍ତ୍ତାଳାପ - ମୁମ୍ବାଇ