OR/710318 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭୌତିକ ବୈଜ୍ଞାନିକ, ସେମାନଙ୍କର ଆତ୍ମା ବିଷୟରେ କୌଣସି ସୂଚନା ନାହିଁ। ତେଣୁ ସେମାନେ ଭାବନ୍ତି ଯେ ଚନ୍ଦ୍ର ଗ୍ରହରେ କୌଣସି ଜୀବନ ନାହିଁ, ସୂର୍ଯ୍ୟ ଗ୍ରହରେ ଜୀବନ ନାହିଁ। ସରଳ ଭାବରେ... ଏହା କୂପ-ମଣ୍ଡୁକ-ନ୍ୟାୟ । ଡକ୍ଟର ବେଙ୍ଗ ପିଏଚଡି, ସେ ନିଜ ହିସାବରେ ଭାବନ୍ତି । ଡକ୍ଟର ବେଙ୍ଗ ଭାବନ୍ତି ଯେ ଏହି ତିନି ଫୁଟର ଆକାର କୂଅହିଁ ସବୁ ଅଛି, ଆଉ କିଛି ହୋଇପାରିବ ନାହିଁ। ଏହି ମୂର୍ଖ ଦାର୍ଶନିକ ତଥା ମୂର୍ଖ ବୈଜ୍ଞାନିକ, ସେମାନେ ସେହିଭଳି ଭାବନ୍ତି, ଡକ୍ଟର ବେଙ୍ଗ। ଆଟଲାଣ୍ଟିକ୍ ମହାସାଗର ହୋଇ ପାରିବ ନାହିଁ, ସେହି ତିନି ଫୁଟର ଆକାର, କୂଅ ଜଳ ଯଥେଷ୍ଟ ଅଟେ। ତେଣୁ ଆମକୁ କର୍ତ୍ତୃପକ୍ଷଙ୍କଠାରୁ ଜ୍ଞାନ ଆହରଣ କରିବାକୁ ପଡିବ। ଆମେ କଳ୍ପନା କରିପାରିବୁ ନାହିଁ। ପ୍ରକୃତ ଗନ୍ତବ୍ୟ ସ୍ଥଳରେ କଳ୍ପନା ଜଳ୍ପନା ଆମକୁ ସାହାଯ୍ୟ କରିବ ନାହିଁ। "
710318 - ପ୍ରବଚନ SB 07.07.19-20 - ମୁମ୍ବାଇ