OR/710401 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ କୃଷ୍ଣ ସବୁଆଡେ ଉପସ୍ଥିତ, କାରଣ ସବୁକିଛି ତାଙ୍କ ଉପରେ, ତାଙ୍କ ଶକ୍ତି ଉପରେ ନିର୍ଭର କରେ। ଠିକ୍ ଏକ ବଡ କାରଖାନାରେ ମାଲିକ ହୁଏତ କାରଖାନା ବାହାରେ ଥାଇ ପାରନ୍ତି, କିନ୍ତୁ ପ୍ରତ୍ୟେକ ଶ୍ରମିକ ଜାଣିଛନ୍ତି ଯେ "ଏହି କାରଖାନା ଅମୁକ ବ୍ୟକ୍ତିଙ୍କର ଅଟେ"। ଯେପରି ଶ୍ରମିକଙ୍କ ଦ୍ୱାରା କାରଖାନାର ମାଲିକଙ୍କ ବିଷୟରେ ସର୍ବଦା ଏକ ଚେତନା ରହିବା ସମ୍ଭବ, ସେହିପରି ପ୍ରତ୍ୟେକ କାର୍ଯ୍ୟରେ କୃଷ୍ଣ ସଚେତନ ହେବା ସମ୍ଭବ ଅଟେ। ସେହି ଦର୍ଶନ ଆମେ ସାରା ବିଶ୍ୱରେ ପ୍ରଚାର କରିବାକୁ ଚେଷ୍ଟା କରୁଛୁ। "
710401 - ପ୍ରବଚନ BG 07.07 - ମୁମ୍ବାଇ