OR/710405 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଯୌନ ଜୀବନର ନିୟମ ରହିଛି। ତେଣୁ କୃଷ୍ଣ କୁହନ୍ତି, ଧର୍ମ-ଅବିରୁଢ଼: ନିର୍ଦ୍ଦିଷ୍ଟ ସର୍ତ୍ତରେ ଯୌନ ଜୀବନକୁ ଅନୁମତି ଦିଆଯାଇଛି। ତାହା ହେଉଛି ମାନବିକତା। ଏପରି ନୁହେଁ... ଏପରିକି ବିଲେଇ ଏବଂ କୁକୁରମାନଙ୍କ ଜୀବନରେ ମଧ୍ୟ କିଛି ସୀମା ଅଛି । ସେମାନେ ଯୌନ ଜୀବନର ଏକ ଅବଧି ପାଇଛନ୍ତି । ସେହିପରି, ଗୃହସ୍ତ ପାଇଁ, ଯୌନ ଜୀବନ ପାଇଁ ଏକ ସମୟ ଅଛି । ମାସିକ ଋତୁସ୍ରାବ ପରେ, ମାସିକ ଋତୁସ୍ରାବର ପାଞ୍ଚ ଦିନ ପରେ, ଜଣେ ସନ୍ତାନ ପ୍ରସବ ପାଇଁ ଯୌନ ସମ୍ପର୍କ ରଖିପାରେ । ଏବଂ ଯଦି ମହିଳା କିମ୍ବା ସ୍ତ୍ରୀ ଗର୍ଭବତୀ ହୁଅନ୍ତି, ତେବେ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ଏବଂ ଛଅ ମାସ ନହେବା ପର୍ଯ୍ୟନ୍ତ ଆଉ ଯୌନ ସମ୍ପର୍କ ନାହିଁ । ଏଗୁଡ଼ିକ ହେଉଛି ନିୟମ। "
710405 - ପ୍ରବଚନ BG 07.11-13 - ମୁମ୍ବାଇ