OR/710406b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବାନ ତୁମର ଅର୍ଡର-ଯୋଗାଣକାରୀ ନୁହଁନ୍ତି। ତୁମେ ଯୁଦ୍ଧ ସୃଷ୍ଟି କରି ଚର୍ଚ୍ଚରେ ପ୍ରାର୍ଥନା କର। ତୁମେ କାହିଁକି ଯୁଦ୍ଧ ସୃଷ୍ଟି କରୁଛ? ସତର୍କତା ଭଲ ଅଟେ। ଯଦି ତୁମେ କୃଷ୍ଣ ସଚେତନ ନୁହଁ, ତା’ହେଲେ ତୁମେ ତେନ ତ୍ୟକ୍ତେନ ଭୁଞ୍ଜିଥା (ଇଶୋ ଉ.୧ ) - ତୁମେ ଅନ୍ୟମାନଙ୍କ ସମ୍ପତ୍ତି ଉପରେ ଆକ୍ରମଣ କରିବ। ସେହି ପାପ-ବୀଜକୁ ହତ୍ୟା କରିବାକୁ ପଡିବ। ବର୍ତ୍ତମାନ, ଯୁଦ୍ଧ ସୃଷ୍ଟି କରିବା ପରେ... ଏହାର ଉପଯୋଗ କ’ଣ? ନିଜ ଦୋଷ ଦ୍ୱାରା ଯୁଦ୍ଧ ସୃଷ୍ଟି କରିବା ପରେ, ଯଦି ତୁମେ ଚର୍ଚ୍ଚକୁ ଯାଇ ଭଗବାନଙ୍କୁ ପ୍ରାର୍ଥନା କର, "ଦୟାକରି ମୋତେ ବଞ୍ଚାଅ", ତେବେ ତୁମେ ଏହି ଯୁଦ୍ଧ ସୃଷ୍ଟି କରିବାକୁ କିଏ ଚାହୁଁଥିଲା? ସେମାନେ ସେମାନଙ୍କର ଯୁଦ୍ଧ ସୃଷ୍ଟି କରୁଛନ୍ତି ଏବଂ ସେମାନେ ଭଗବାନଙ୍କୁ ଅର୍ଡର-ଯୋଗାଣକାରୀ ଭାବରେ ପ୍ରସ୍ତୁତ କରୁଛନ୍ତି: "ବର୍ତ୍ତମାନ ମୁଁ ଯୁଦ୍ଧ ସୃଷ୍ଟି କରିଛି । ଦୟାକରି ଏହାକୁ ବନ୍ଦ କର" । କାହିଁକି? ତୁମେ ଭଗବାନଙ୍କ ଅନୁମତି କ୍ରମେ ଏହା କରିଥିଲ କି ? ତେଣୁ ସେମାନେ ନିଶ୍ଚୟ ଯନ୍ତ୍ରଣା ଭୋଗିବେ।"
710406 - ବାର୍ତ୍ତାଳାପ - ମୁମ୍ବାଇ