OR/710407 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପରି ସରକାର ମଦ ଦୋକାନ ଖୋଲନ୍ତି। ଏହାର ଅର୍ଥ ନୁହେଁ ଯେ ସରକାର ମଦ ପିଇବାକୁ ଉତ୍ସାହିତ କରୁଛନ୍ତି। ଏହା ସେପରି ନୁହେଁ। ବ୍ୟବସ୍ଥା ଏଥିପାଇଁ ହେଉଛି ,ଯଦି ସରକାର କିଛି ମଦ୍ୟପଙ୍କୁ ପିଇବାକୁ ଅନୁମତି ନ ଦିଅନ୍ତି, ତେବେ ସେମାନେ ହଇରାଣ ହରକତ କରିବେ। ସେମାନେ ଅବୈଧ ମଦ ବିତରଣ କରିବେ । ସେଗୁଡିକ ଅଟକାଇବା ପାଇଁ, ସରକାର ଅତ୍ୟଧିକ, ମହଙ୍ଗା ମୂଲ୍ୟରେ ମଦ ଦୋକାନ ଖୋଲନ୍ତି । ମୂଲ୍ୟ... ଯଦି ଏହାର ମୂଲ୍ୟ ଏକ ଟଙ୍କା, ସରକାରୀ ଏକ୍ସାଇଜ୍ ବିଭାଗ ଷାଠିଏ ଟଙ୍କା ଆଦାୟ କରେ । ତେଣୁ ଧାରଣା ଉତ୍ସାହିତ କରିବା ପାଇଁ ନୁହେଁ, ବରଂ ସୀମିତ ରଖିବା । ଅନ୍ତତଃ ପକ୍ଷେ ଆମ ଦେଶରେ ଏହି କାରଣରୁ ନିଷେଧ । ସେହିଭଳି, ଯେତେବେଳେ ଶାସ୍ତ୍ରରେ ଯୌନ ଜୀବନ କିମ୍ବା ମାଂସ ଖାଇବା କିମ୍ବା ପିଇବା ପାଇଁ କୋହଳ ଥାଏ, ସେତେବେଳେ ତାହା ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ନୁହଁନ୍ତି ଯେ ଆପଣ ଯେତେ ସମ୍ଭବ ଏହି କାର୍ଯ୍ୟରେ ଆଗକୁ ବଢନ୍ତୁ । ନା। ବାସ୍ତବରେ ସେଗୁଡ଼ିକ ପ୍ରତିବନ୍ଧକ ପାଇଁ ଉଦ୍ଦିଷ୍ଟ । "
710407 - ପ୍ରବଚନ BG 07.16 - ମୁମ୍ବାଇ