OR/710512 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଡନି ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଚେତନା କ’ଣ ବୁଝିବାକୁ ଚେଷ୍ଟା କର, ତା’ହେଲେ ତୁମେ ବୁଝିବ ଚେତନା କ’ଣ। ଚେତନା ସମଗ୍ର ଶରୀରରେ ବ୍ୟାପିଛି। ଧରାଯାଉ ମୁଁ ତୁମର ଶରୀରର ଯେକୌଣସି ଅଙ୍ଗରେ ଚିମୁଟିବି: ତୁମେ କିଛି ଯନ୍ତ୍ରଣା ଅନୁଭବ କରୁଛ, ଏବଂ ତାହା ହେଉଛି ଚେତନା, ତୁମର ଶରୀରର ଯେକୌଣସି ଅଙ୍ଗ । କିନ୍ତୁ ସେହି ଚେତନା ବ୍ୟକ୍ତିଗତ ଅଟେ। ତୁମେ ତୁମର ଶରୀରର ଯନ୍ତ୍ରଣା ଏବଂ ଆନନ୍ଦ ଅନୁଭବ କରିପାରିବ, ଏବଂ ତୁମର ବନ୍ଧୁ ମଧ୍ୟ ତାଙ୍କ ଶରୀରର ଯନ୍ତ୍ରଣା ଏବଂ ଆନନ୍ଦ ଅନୁଭବ କରିପାରିବେ । ମୁଁ ମୋ ଶରୀରର ଯନ୍ତ୍ରଣା ଏବଂ ଆନନ୍ଦ ଅନୁଭବ କରିପାରିବି । "
710512 - ପ୍ରବଚନ at Boys School - ସିଡନି