OR/710513 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଡନି ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପରି ତୁମେ ଏହି ଅଷ୍ଟ୍ରେଲିୟା ରାଜ୍ୟର ନାଗରିକ, ତେଣୁ ତୁମକୁ ମଧ୍ୟ ରାଜ୍ୟର ଆଇନ ମାନିବାକୁ ପଡିବ। ତୁମେ ଏହାକୁ ପରିବର୍ତ୍ତନ କରିପାରିବ ନାହିଁ। ଯଦି ତୁମେ କୁହ ଯେ "ମୁଁ ଏହି ନିୟମ ଚାହେଁ ନାହିଁ", ତେବେବି ତୁମେ ଏହାକୁ ପାଳନ କରିବାକୁ ବାଧ୍ୟ ହେବ। ତୁମେ ଏହାକୁ ବଦଳାଇ ପାରିବ ନାହିଁ କିମ୍ବା ତୁମେ ନିଜ ଘରେ ଆଇନ କରିପାରିବ ନାହିଁ। ସରକାର ଆଇନ ପ୍ରଣୟନ କରିଛନ୍ତି। ସେହିପରି ଭାବରେ ଆମେ ବୁଝିବା ଉଚିତ ଯେ ଧର୍ମ ଅର୍ଥ ଆପଣ ପରିବର୍ତ୍ତନ କରିପାରିବେ ନାହିଁ ଏବଂ ଏହା ଭଗବାନଙ୍କ ଦ୍ଵାରା ପ୍ରଣୟନ କରାଯାଇଛି। ଧର୍ମମଂ ତୁ ସାକ୍ଷାଦ ଭଗବତ-ପ୍ରଣୀତଂ ( ଭା. ୬.୩.୧୯)। ଏହା ହେଉଛି ବଦିକ ସାହିତ୍ୟରେ ଦିଆଯାଇଥିବା ସଂଜ୍ଞା। "
710513 - ପ୍ରବଚନ at Wayside Chapel - ସିଡନି