OR/710622 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ, ଏହି ଭଗବଦ୍-ଗୀତା ପାଞ୍ଚ ହଜାର ବର୍ଷ ପୂର୍ବେ କୁହାଯାଇଥିଲା ଏବଂ ଭଗବଦ୍-ଗୀତା କୁହାଯାଏ ଯେ 'ଭଗବଦ୍-ଗୀତାର ଏହି ଜ୍ଞାନ ପ୍ରଥମେ ମୁଁ ସୂର୍ଯ୍ୟ-ଦେବତାଙ୍କୁ କହିଥିଲି' । ତେଣୁ ଯଦି ତୁମେ ସେହି ସମୟର ଆକଳନ କର, ଏହା ଚାଳିଶ ଲକ୍ଷ ବର୍ଷ ଆସେ । ତେଣୁ ଇଉରୋପୀୟ ପଣ୍ଡିତ ଅନ୍ତତଃ ପକ୍ଷେ ପାଞ୍ଚ ହଜାର ବର୍ଷ ପାଇଁ ଇତିହାସ ଖୋଜି ପାରିବେ, ଚାଳିଶ ଲକ୍ଷ ବିଷୟରେ କହିପରିବେ ନାହିଁ? ତେଣୁ ଆମର ପ୍ରମାଣ ଅଛି ଯେ ଏହି ବର୍ଣ୍ଣାଶ୍ରମ ବ୍ୟବସ୍ଥା ଅତି କମରେ ପାଞ୍ଚ ହଜାର ବର୍ଷ ହେଲାଣି ପ୍ରଚଳିତ ଅଛି, ବର୍ଣ୍ଣାଶ୍ରମ । ଏବଂ ଏହି ବର୍ଣ୍ଣାଶ୍ରମ ପ୍ରଣାଳୀ ବିଷ୍ଣୁ ପୁରାଣରେ ମଧ୍ୟ ଉଲ୍ଲେଖ କରାଯାଇଛି: ବର୍ଣ୍ଣାଶ୍ରମାଚରବତ ପୁରୁଷେଣ ପରଃ ପୁମାନ ( ଚ.ଚ. ମଧ୍ୟ ୮.୫୮) । ବର୍ଣ୍ଣାଶ୍ରମ ଅଚରବତ । ତେଣୁ ବର୍ଣ୍ଣାଶ୍ରମ-ଧର୍ମ ଏକ... ଆଧୁନିକ ଯୁଗରେ ହିସାବ କରାଯାଇଥିବା କୌଣସି ଐତିହାସିକ ଅବଧି ମଧ୍ୟରେ ନାହିଁ । ଏହା ସ୍ୱାଭାବିକ । "
710622 - ବାର୍ତ୍ତାଳାପ - ମସ୍କୋ