OR/690328 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ହାୱାଇ]]
[[Category:OR/ଅମୃତ ବାଣୀ - ହାୱାଇ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690327 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690327|OR/690328b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690328b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690328SB-HAWAII_ND_01.mp3</mp3player>|"ତୁମେ ଭଗବାନଙ୍କୁ ଦେଖି ପାରିବ ନାହିଁ, ତୁମେ ଭଗବାନଙ୍କୁ ଶୁଙ୍ଘି ପାରିବ ନାହିଁ, ତୁମେ ଭଗବାନଙ୍କୁ ସ୍ପର୍ଶ କରିପାରିବ ନାହିଁ, ତୁମେ ଭଗବାନଙ୍କୁ ଚାଖି ପାରିବ ନାହିଁ - କିନ୍ତୁ ତୁମେ ଶୁଣି ପାରିବ। ଏହା ଏକ ସତ୍ୟ। ତୁମେ ଶୁଣି ପାରିବ। ତେଣୁ ଭଗବାନ କ’ଣ ତାହା ବୁଝିବା ପାଇଁ ଏହି ଶୁଣିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ତେଣୁ ଆମର, ଏହି କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ଶ୍ରବଣ ପ୍ରକ୍ରିୟା। ଶ୍ରବଣ ପ୍ରକ୍ରିୟା। ଯେପରି ଆମେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ  ରାମ ରାମ ହରେ ହରେ ଜପ କରୁ ।  ଆମେ କୃଷ୍ଣଙ୍କ ନାମ ଶୁଣୁଛୁ। ଶୁଣିବା ଦ୍ୱାରା ଆମେ କୃଷ୍ଣଙ୍କର ରୂପ କ’ଣ ବୁଝୁଛୁ। ଏଠାରେ କୃଷ୍ଣଙ୍କ ରୂପ ଯାହା ଆମେ ପୂଜା କରିଥାଉ, ତାହା ଶୁଣିବା ଦ୍ୱାରା ହୋଇଥାଏ। ଏହା କଳ୍ପନା ନୁହେଁ। "|Vanisource:690328 - Lecture SB 01.02.06 - Hawaii|690328 - ପ୍ରବଚନ SB 01.02.06 - ହାୱାଇ}}

Latest revision as of 06:05, 13 February 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତୁମେ ଭଗବାନଙ୍କୁ ଦେଖି ପାରିବ ନାହିଁ, ତୁମେ ଭଗବାନଙ୍କୁ ଶୁଙ୍ଘି ପାରିବ ନାହିଁ, ତୁମେ ଭଗବାନଙ୍କୁ ସ୍ପର୍ଶ କରିପାରିବ ନାହିଁ, ତୁମେ ଭଗବାନଙ୍କୁ ଚାଖି ପାରିବ ନାହିଁ - କିନ୍ତୁ ତୁମେ ଶୁଣି ପାରିବ। ଏହା ଏକ ସତ୍ୟ। ତୁମେ ଶୁଣି ପାରିବ। ତେଣୁ ଭଗବାନ କ’ଣ ତାହା ବୁଝିବା ପାଇଁ ଏହି ଶୁଣିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ତେଣୁ ଆମର, ଏହି କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ଶ୍ରବଣ ପ୍ରକ୍ରିୟା। ଶ୍ରବଣ ପ୍ରକ୍ରିୟା। ଯେପରି ଆମେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଜପ କରୁ । ଆମେ କୃଷ୍ଣଙ୍କ ନାମ ଶୁଣୁଛୁ। ଶୁଣିବା ଦ୍ୱାରା ଆମେ କୃଷ୍ଣଙ୍କର ରୂପ କ’ଣ ବୁଝୁଛୁ। ଏଠାରେ କୃଷ୍ଣଙ୍କ ରୂପ ଯାହା ଆମେ ପୂଜା କରିଥାଉ, ତାହା ଶୁଣିବା ଦ୍ୱାରା ହୋଇଥାଏ। ଏହା କଳ୍ପନା ନୁହେଁ। "
690328 - ପ୍ରବଚନ SB 01.02.06 - ହାୱାଇ