OR/701212 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଇନ୍ଦୋର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ଇନ୍ଦୋର]]
[[Category:OR/ଅମୃତ ବାଣୀ - ଇନ୍ଦୋର]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/701211 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଇନ୍ଦୋର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701211|OR/701213 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଇନ୍ଦୋର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701213}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/701212SB-INDORE_ND_01.mp3</mp3player>|"ଏହା ସାଦଚାରର ଆରମ୍ଭ: ସକାଳୁ ଉଠିବା, ସ୍ଵଚ୍ଛ ହେବା, ତାପରେ ଜପ, ବୈଦିକ ମନ୍ତ୍ର ଜପ କରିବା କିମ୍ବା ଜପ କର ବର୍ତ୍ତମାନର ଯୁଗରେ ସରଳୀକୃତ ହେରେ କୃଷ୍ଣ ମନ୍ତ୍ର, ମହ-ମନ୍ତ୍ର। ଏହା ହେଉଛି ସଦାଚାରର ଆରମ୍ଭ। ତେଣୁ ସଦାଚାରର ଅର୍ଥ ହେଉଛି ପାପପୂର୍ଣ୍ଣ ପ୍ରତିକ୍ରିୟାରୁ ମୁକ୍ତ ହେବା । ଯଦି କେହି ନୀତି ନିୟମ ଅନୁସରଣ ନକରନ୍ତି ତେବେ ସେ ମୁକ୍ତ ହୋଇପାରିବେ ନାହିଁ । ଏବଂ ଯଦି କେହି ପାପପୂର୍ଣ୍ଣ ପ୍ରତିକ୍ରିୟାରୁ ସମ୍ପୂର୍ଣ୍ଣ ମୁକ୍ତ ନ ହୁଅନ୍ତି, ତେବେ ସେ 'ଭଗବାନ କ’ଣ' ବୁଝିପାରିବେ ନାହିଁ । ଯେଉଁମାନେ ସଦାଚାରରେ, ନୀତି ନିୟମରେ ନାହାଁନ୍ତି... ଠିକ୍ ପଶୁମାନଙ୍କ ପରି, ସେମାନେ କିଛି  ଅନୁସରଣ କରିବେ ବୋଲି ଆଶା କରାଯାଏ ନାହିଁ ... ଅବଶ୍ୟ, ପ୍ରକୃତି ଅନୁଯାୟୀ ସେମାନେ ନୀତି ନିୟମ ଅନୁସରଣ କରନ୍ତି । ତଥାପି, କିନ୍ତୁ ମାନବ, ଉନ୍ନତ ଚେତନା ଅଛି, ତେଣୁ ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ପରିବର୍ତ୍ତେ, ସେମାନେ ଉନ୍ନତ ଚେତନାର ଅପବ୍ୟବହାର କରନ୍ତି, ଏବଂ ଏହିପରି ସେମାନେ ପଶୁମାନଙ୍କଠାରୁ କମ୍ ହୁଅନ୍ତି। "|Vanisource:701212 - Lecture SB 06.01.21 and Conversation - Indore|701212 - ପ୍ରବଚନ SB 06.01.21 and Conversation - ଇନ୍ଦୋର}}

Latest revision as of 05:31, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହା ସାଦଚାରର ଆରମ୍ଭ: ସକାଳୁ ଉଠିବା, ସ୍ଵଚ୍ଛ ହେବା, ତାପରେ ଜପ, ବୈଦିକ ମନ୍ତ୍ର ଜପ କରିବା କିମ୍ବା ଜପ କର ବର୍ତ୍ତମାନର ଯୁଗରେ ସରଳୀକୃତ ହେରେ କୃଷ୍ଣ ମନ୍ତ୍ର, ମହ-ମନ୍ତ୍ର। ଏହା ହେଉଛି ସଦାଚାରର ଆରମ୍ଭ। ତେଣୁ ସଦାଚାରର ଅର୍ଥ ହେଉଛି ପାପପୂର୍ଣ୍ଣ ପ୍ରତିକ୍ରିୟାରୁ ମୁକ୍ତ ହେବା । ଯଦି କେହି ନୀତି ନିୟମ ଅନୁସରଣ ନକରନ୍ତି ତେବେ ସେ ମୁକ୍ତ ହୋଇପାରିବେ ନାହିଁ । ଏବଂ ଯଦି କେହି ପାପପୂର୍ଣ୍ଣ ପ୍ରତିକ୍ରିୟାରୁ ସମ୍ପୂର୍ଣ୍ଣ ମୁକ୍ତ ନ ହୁଅନ୍ତି, ତେବେ ସେ 'ଭଗବାନ କ’ଣ' ବୁଝିପାରିବେ ନାହିଁ । ଯେଉଁମାନେ ସଦାଚାରରେ, ନୀତି ନିୟମରେ ନାହାଁନ୍ତି... ଠିକ୍ ପଶୁମାନଙ୍କ ପରି, ସେମାନେ କିଛି ଅନୁସରଣ କରିବେ ବୋଲି ଆଶା କରାଯାଏ ନାହିଁ ... ଅବଶ୍ୟ, ପ୍ରକୃତି ଅନୁଯାୟୀ ସେମାନେ ନୀତି ନିୟମ ଅନୁସରଣ କରନ୍ତି । ତଥାପି, କିନ୍ତୁ ମାନବ, ଉନ୍ନତ ଚେତନା ଅଛି, ତେଣୁ ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ପରିବର୍ତ୍ତେ, ସେମାନେ ଉନ୍ନତ ଚେତନାର ଅପବ୍ୟବହାର କରନ୍ତି, ଏବଂ ଏହିପରି ସେମାନେ ପଶୁମାନଙ୍କଠାରୁ କମ୍ ହୁଅନ୍ତି। "
701212 - ପ୍ରବଚନ SB 06.01.21 and Conversation - ଇନ୍ଦୋର