OR/710331 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ମୁମ୍ବାଇ]]
[[Category:OR/ଅମୃତ ବାଣୀ - ମୁମ୍ବାଇ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710330 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710330|OR/710401 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710401}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710331LE-BOMBAY_ND_01b.mp3</mp3player>|"ସାଥୀଗଣ, କୃଷ୍ଣ ଚେତନା ଆନ୍ଦୋଳନରେ ଆପଣ ଅଂଶଗ୍ରହଣ କରିଥିବାରୁ ମୁଁ ଆପଣଙ୍କୁ ବହୁତ ଅଶେଷ ଧନ୍ୟବାଦ ଦେଉଛି। ଏହି କୃଷ୍ଣ ଚେତନା ଆନ୍ଦୋଳନ ସ୍ୱୀକୃତପ୍ରାପ୍ତ। ଏହା ମାନସିକ କଳ୍ପନା ପରି କିଛି ନୁହେଁ। ଏହା ବୈଦିକ ଜ୍ଞାନ ଆଧାରରେ ସ୍ୱୀକୃତପ୍ରାପ୍ତ। ସିଧାସଳଖ ପରମପୁରୁଷ, ଭଗବାନ କୃଷ୍ଣଙ୍କ ଠାରୁ, ପାଞ୍ଚ ହଜାର ବର୍ଷ ପୂର୍ବେ ଯେତେବେଳେ ଅନ୍ୟ ଧର୍ମର କୌଣସି ଇତିହାସ ନଥିଲା। ଆଧୁନିକ ଯୁଗରେ, ଆପଣ ଯେକୌଣସି ଧର୍ମକୁ ବିଚାରକୁ ନେଇପାରିବେ, ସେମାନେ ୨୬୦୦ ବର୍ଷରୁ ଅଧିକ ନୁହଁନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହି ଭଗବଦ୍ -ଗୀତା ବିଷୟରେ, ଏହା ପାଞ୍ଚ ହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ରର  ଯୁଦ୍ଧଭୂମିରେ କୁହାଯାଇଥିଲା।"|Vanisource:710331 - Lecture Pandal - Bombay|710331 - ପ୍ରବଚନ Pandal - ମୁମ୍ବାଇ}}

Latest revision as of 05:29, 21 October 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସାଥୀଗଣ, କୃଷ୍ଣ ଚେତନା ଆନ୍ଦୋଳନରେ ଆପଣ ଅଂଶଗ୍ରହଣ କରିଥିବାରୁ ମୁଁ ଆପଣଙ୍କୁ ବହୁତ ଅଶେଷ ଧନ୍ୟବାଦ ଦେଉଛି। ଏହି କୃଷ୍ଣ ଚେତନା ଆନ୍ଦୋଳନ ସ୍ୱୀକୃତପ୍ରାପ୍ତ। ଏହା ମାନସିକ କଳ୍ପନା ପରି କିଛି ନୁହେଁ। ଏହା ବୈଦିକ ଜ୍ଞାନ ଆଧାରରେ ସ୍ୱୀକୃତପ୍ରାପ୍ତ। ସିଧାସଳଖ ପରମପୁରୁଷ, ଭଗବାନ କୃଷ୍ଣଙ୍କ ଠାରୁ, ପାଞ୍ଚ ହଜାର ବର୍ଷ ପୂର୍ବେ ଯେତେବେଳେ ଅନ୍ୟ ଧର୍ମର କୌଣସି ଇତିହାସ ନଥିଲା। ଆଧୁନିକ ଯୁଗରେ, ଆପଣ ଯେକୌଣସି ଧର୍ମକୁ ବିଚାରକୁ ନେଇପାରିବେ, ସେମାନେ ୨୬୦୦ ବର୍ଷରୁ ଅଧିକ ନୁହଁନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହି ଭଗବଦ୍ -ଗୀତା ବିଷୟରେ, ଏହା ପାଞ୍ଚ ହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ରର ଯୁଦ୍ଧଭୂମିରେ କୁହାଯାଇଥିଲା।"
710331 - ପ୍ରବଚନ Pandal - ମୁମ୍ବାଇ