OR/660311 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/660307 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660307|OR/660328 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660328}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660311BG-NEW_YORK_ND_01.mp3</mp3player>|"ଏବେ, ଆମର କହିବା କଥା ହେଲା, ମାଁର ଗର୍ଭରୁ, ଆମ ଜନ୍ମର ପ୍ରଥମ ଅବସ୍ଥାଠାରୁ, ଯେପରି ବଢି ଚାଲିଥାଏ, ସେପରି ଶରୀରରୁ ବାହାରକୁ ଆସିବା ପରେ ମଧ୍ୟ ଏହା ବିକଶିତ ହୁଏ  । କିନ୍ତୁ ଆତ୍ମ ସେହିପରି ଅଛି, ଅପରିବର୍ତ୍ତନୀୟ । ଶରୀର ବିକଶିତ ହୋଇଥାଏ । ସୁତରାଂ... ବର୍ତ୍ତମାନ ସେହି ବିକାଶ - ଏକ ଛୋଟ ବାଳକରୁ ଏକ ବଡ ବାଳକ ହୋଇଯାଏ, ତା ପରେ ସେ ହୋଇଯାଏ କିଶୋର, ତା ପରେ ହୋଇଯାଏ ଯୁବକ, ତାପରେ ଧୀରେ ଧୀରେ ମୋ ପରି ବୃଦ୍ଧ ହୋଇ ଯାଏ, ଏବଂ ତାପରେ ଧୀରେ ଧୀରେ, ଯେତେବେଳେ ଏ ଶରୀର କାର୍ଯ୍ୟକ୍ଷମ ରୁହେ ନାହିଁ, ସେତେବେଳେ ଏହା,ଏହାକୁ ତ୍ୟାଗ କରିବାକୁ ପଡେ ଏବଂ ଆଉଗୋଟିଏ ଶରୀର ଗ୍ରହଣ କରିବାକୁ ହୁଏ - ଆତ୍ମାର ପୁନର୍ଜନ୍ମ ପ୍ରକ୍ରିୟା । ମୁଁ ଭାବୁଛି ଏଇ ସରଳ ପ୍ରକ୍ରିୟା ବୁଝିବାରେ କିଛି ଅସୁବିଧା ନାହିଁ ।"|Vanisource:660311 - Lecture BG 02.13 - New York|660311 - ପ୍ରବଚନ BG 02.13 - ନିୟୁର୍କ}}

Latest revision as of 00:02, 9 December 2019

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏବେ, ଆମର କହିବା କଥା ହେଲା, ମାଁର ଗର୍ଭରୁ, ଆମ ଜନ୍ମର ପ୍ରଥମ ଅବସ୍ଥାଠାରୁ, ଯେପରି ବଢି ଚାଲିଥାଏ, ସେପରି ଶରୀରରୁ ବାହାରକୁ ଆସିବା ପରେ ମଧ୍ୟ ଏହା ବିକଶିତ ହୁଏ । କିନ୍ତୁ ଆତ୍ମ ସେହିପରି ଅଛି, ଅପରିବର୍ତ୍ତନୀୟ । ଶରୀର ବିକଶିତ ହୋଇଥାଏ । ସୁତରାଂ... ବର୍ତ୍ତମାନ ସେହି ବିକାଶ - ଏକ ଛୋଟ ବାଳକରୁ ଏକ ବଡ ବାଳକ ହୋଇଯାଏ, ତା ପରେ ସେ ହୋଇଯାଏ କିଶୋର, ତା ପରେ ହୋଇଯାଏ ଯୁବକ, ତାପରେ ଧୀରେ ଧୀରେ ମୋ ପରି ବୃଦ୍ଧ ହୋଇ ଯାଏ, ଏବଂ ତାପରେ ଧୀରେ ଧୀରେ, ଯେତେବେଳେ ଏ ଶରୀର କାର୍ଯ୍ୟକ୍ଷମ ରୁହେ ନାହିଁ, ସେତେବେଳେ ଏହା,ଏହାକୁ ତ୍ୟାଗ କରିବାକୁ ପଡେ ଏବଂ ଆଉଗୋଟିଏ ଶରୀର ଗ୍ରହଣ କରିବାକୁ ହୁଏ - ଆତ୍ମାର ପୁନର୍ଜନ୍ମ ପ୍ରକ୍ରିୟା । ମୁଁ ଭାବୁଛି ଏଇ ସରଳ ପ୍ରକ୍ରିୟା ବୁଝିବାରେ କିଛି ଅସୁବିଧା ନାହିଁ ।"
660311 - ପ୍ରବଚନ BG 02.13 - ନିୟୁର୍କ