OR/660307 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବଦ୍ଧ ଜୀବତ୍ମା ଆଉ ମୁକ୍ତ ଆତ୍ମା ଭିତରେ ପାର୍ଥକ୍ୟ ହେଲା ବଦ୍ଧ ଜୀବତ୍ମା ଚାରିପ୍ରକାର ତ୍ରୁଟିଯୁକ୍ତ। ଏକ ବଦ୍ଧ ଜୀବତ୍ମା ନିଶ୍ଚିତ ଭାବରେ ଭୁଲ କରିବ, ବଦ୍ଧ ଜୀବତ୍ମା ଭ୍ରମିତ, ବଦ୍ଧ ଜୀବତ୍ମା ଅନ୍ୟକୁ ଧୋକା ଦେବା ପ୍ରବୃତିଯୁକ୍ତ ଏବଂ ବଦ୍ଧ ଜୀବତ୍ମା ତ୍ରୁଟିଯୁକ୍ତ ଇନ୍ଦ୍ରିୟ ଗୁଡିକ ପାଇଛି, ଦୋଷଯୁକ୍ତ ଇନ୍ଦ୍ରିୟ। ତେଣୁ ଏକ ମୁକ୍ତାତ୍ମଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରିବା ଉଚିତ"
660307 - ପ୍ରବଚନ BG 02.12 - ନିୟୁର୍କ