OR/690215 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୬୯ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୬୯]] | [[Category:OR/ଅମୃତ ବାଣୀ - ୧୯୬୯]] | ||
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]] | [[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/690214 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690214|OR/690216 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690216}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690215BG-LOS_ANGELES_ND_01.mp3</mp3player>|:ପତ୍ରଂ ପୁଷ୍ପଂ ଫଲଂ ତୋୟଂ | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690215BG-LOS_ANGELES_ND_01.mp3</mp3player>|:ପତ୍ରଂ ପୁଷ୍ପଂ ଫଲଂ ତୋୟଂ | ||
:ୟୋ ମେ ଭକ୍ତ୍ୟା ପ୍ରୟଚ୍ଛତି । | :ୟୋ ମେ ଭକ୍ତ୍ୟା ପ୍ରୟଚ୍ଛତି । |
Latest revision as of 06:09, 29 January 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
:ପତ୍ରଂ ପୁଷ୍ପଂ ଫଲଂ ତୋୟଂ
'ଯଦି କେହି ମୋତେ ଫୁଲ, ଫଳ, ପନିପରିବା, କ୍ଷୀର, ପ୍ରେମଭକ୍ତି ସହିତ ପ୍ରଦାନ କରନ୍ତି, ମୁଁ ଗ୍ରହଣ କରେ ଏବଂ ଖାଏ' । ବର୍ତ୍ତମାନ ସେ କିପରି ଖାଉଛନ୍ତି, ଯାହାକୁ ଆପଣ ବର୍ତ୍ତମାନ ଦେଖି ପାରିବେ ନାହିଁ - କିନ୍ତୁ ସେ ଖାଉଛନ୍ତି । ଯାହା ଆମେ ପ୍ରତିଦିନ ଅନୁଭବ କରୁଛୁ । ରୀତିନୀତି ଅନୁଯାୟୀ ଆମେ କୃଷ୍ଣଙ୍କୁ ପ୍ରଦାନ କରୁଛୁ, ଏବଂ ତୁମେ ଦେଖୁ ଖାଦ୍ୟର ସ୍ୱାଦ ତୁରନ୍ତ ବଦଳିଯାଏ । ତାହା ବ୍ୟବହାରିକ ଅଟେ । ସେ ଖାଏ, କିନ୍ତୁ ସେ ପୂର୍ଣ୍ଣ ଥିବାରୁ ସେ ଆମ ପରି ଖାଆନ୍ତି ନାହିଁ । ଯେପରି ମୁଁ ଯଦି ତୁମକୁ ଖାଦ୍ୟ ସାମଗ୍ରୀର ଏକ ଥାଳି ଦିଏ, ତୁମେ ସମାପ୍ତ କର । କିନ୍ତୁ ଭଗବାନ ଭୋକିଲା ନୁହଁନ୍ତି, କିନ୍ତୁ ସେ ଖାଆନ୍ତି । ସେ ଖାଆନ୍ତି ଏବଂ ପଦାର୍ଥ ସବୁ ସେହିପରି ରଖିଥାନ୍ତି ।" |
690215 - ପ୍ରବଚନ BG 06.06-12 - Los Angeless |