OR/701211 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଇନ୍ଦୋର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭௦ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭௦]] | [[Category:OR/ଅମୃତ ବାଣୀ - ୧୯୭௦]] | ||
[[Category:OR/ଅମୃତ ବାଣୀ - ଇନ୍ଦୋର]] | [[Category:OR/ଅମୃତ ବାଣୀ - ଇନ୍ଦୋର]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/701110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701110|OR/701212 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଇନ୍ଦୋର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701212}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/701211LE-INDORE_ND_01.mp3</mp3player>|"ତେଣୁ ଭଗବଦ୍-ଗୀତା, ଭଗବାନ କୃଷ୍ଣଙ୍କ ବାର୍ତ୍ତା ପ୍ରଚାର କରିବାକୁ ଆମେ ବହୁତ ଚିନ୍ତିତ। ଆମେ ଭଗବଦ୍-ଗୀତାକୁ କୌଣସି ଭୁଲ ବ୍ୟାଖ୍ୟା ନକରି ମୌଳିକ ରୁପରେ ଉପସ୍ଥାପନ କରୁଛୁ। ଆମେ ଭଗବାନଙ୍କ ବାକ୍ୟକୁ ବ୍ୟାଖ୍ୟା କରିପାରିବୁ ନାହିଁ। କାରଣ ଧର୍ମର ଅର୍ଥ ହେଉଛି ଭଗବାନଙ୍କ ବାକ୍ୟ। ଧର୍ମ ତୁ ସାକ୍ଷ୍ୟାଦ ଭଗବତପ୍ରଣୀତଂ ([[Vanisource:SB 6.3.19|SB 6.3.19]]) । ଧର୍ମର ନୀତି କୌଣସି ମଣିଷ ଦ୍ୱାରା ହୋଇପାରିବ ନାହିଁ, ଯେପରି ନାଗରିକଙ୍କ ଦ୍ଵାରା ଆଇନ ତିଆରି ହୋଇପାରିବ ନାହିଁ। ସରକାରଙ୍କ ଦ୍ୱାରା ଆଇନ ପ୍ରସ୍ତୁତ କରାଯାଇଛ । ସେହି ନିୟମ ଗ୍ରହଣ କରାଯାଇଛି। ଏହା ବାଧ୍ୟତାମୂଳକ ଅଟେ। ସେହିଭଳି ଧର୍ମର ଅର୍ଥ ହେଉଛି ଭଗବାନଙ୍କ ବାକ୍ୟ । "|Vanisource:701211 - Lecture - Speech to Their Highnesses - Indore|701211 - ପ୍ରବଚନ - Speech to Their Highnesses - ଇନ୍ଦୋର}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/701211LE-INDORE_ND_01.mp3</mp3player>|"ତେଣୁ ଭଗବଦ୍-ଗୀତା, ଭଗବାନ କୃଷ୍ଣଙ୍କ ବାର୍ତ୍ତା ପ୍ରଚାର କରିବାକୁ ଆମେ ବହୁତ ଚିନ୍ତିତ। ଆମେ ଭଗବଦ୍-ଗୀତାକୁ କୌଣସି ଭୁଲ ବ୍ୟାଖ୍ୟା ନକରି ମୌଳିକ ରୁପରେ ଉପସ୍ଥାପନ କରୁଛୁ। ଆମେ ଭଗବାନଙ୍କ ବାକ୍ୟକୁ ବ୍ୟାଖ୍ୟା କରିପାରିବୁ ନାହିଁ। କାରଣ ଧର୍ମର ଅର୍ଥ ହେଉଛି ଭଗବାନଙ୍କ ବାକ୍ୟ। ଧର୍ମ ତୁ ସାକ୍ଷ୍ୟାଦ ଭଗବତପ୍ରଣୀତଂ ([[Vanisource:SB 6.3.19|SB 6.3.19]]) । ଧର୍ମର ନୀତି କୌଣସି ମଣିଷ ଦ୍ୱାରା ହୋଇପାରିବ ନାହିଁ, ଯେପରି ନାଗରିକଙ୍କ ଦ୍ଵାରା ଆଇନ ତିଆରି ହୋଇପାରିବ ନାହିଁ। ସରକାରଙ୍କ ଦ୍ୱାରା ଆଇନ ପ୍ରସ୍ତୁତ କରାଯାଇଛ । ସେହି ନିୟମ ଗ୍ରହଣ କରାଯାଇଛି। ଏହା ବାଧ୍ୟତାମୂଳକ ଅଟେ। ସେହିଭଳି ଧର୍ମର ଅର୍ଥ ହେଉଛି ଭଗବାନଙ୍କ ବାକ୍ୟ । "|Vanisource:701211 - Lecture - Speech to Their Highnesses - Indore|701211 - ପ୍ରବଚନ - Speech to Their Highnesses - ଇନ୍ଦୋର}} |
Latest revision as of 05:30, 17 May 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ତେଣୁ ଭଗବଦ୍-ଗୀତା, ଭଗବାନ କୃଷ୍ଣଙ୍କ ବାର୍ତ୍ତା ପ୍ରଚାର କରିବାକୁ ଆମେ ବହୁତ ଚିନ୍ତିତ। ଆମେ ଭଗବଦ୍-ଗୀତାକୁ କୌଣସି ଭୁଲ ବ୍ୟାଖ୍ୟା ନକରି ମୌଳିକ ରୁପରେ ଉପସ୍ଥାପନ କରୁଛୁ। ଆମେ ଭଗବାନଙ୍କ ବାକ୍ୟକୁ ବ୍ୟାଖ୍ୟା କରିପାରିବୁ ନାହିଁ। କାରଣ ଧର୍ମର ଅର୍ଥ ହେଉଛି ଭଗବାନଙ୍କ ବାକ୍ୟ। ଧର୍ମ ତୁ ସାକ୍ଷ୍ୟାଦ ଭଗବତପ୍ରଣୀତଂ (SB 6.3.19) । ଧର୍ମର ନୀତି କୌଣସି ମଣିଷ ଦ୍ୱାରା ହୋଇପାରିବ ନାହିଁ, ଯେପରି ନାଗରିକଙ୍କ ଦ୍ଵାରା ଆଇନ ତିଆରି ହୋଇପାରିବ ନାହିଁ। ସରକାରଙ୍କ ଦ୍ୱାରା ଆଇନ ପ୍ରସ୍ତୁତ କରାଯାଇଛ । ସେହି ନିୟମ ଗ୍ରହଣ କରାଯାଇଛି। ଏହା ବାଧ୍ୟତାମୂଳକ ଅଟେ। ସେହିଭଳି ଧର୍ମର ଅର୍ଥ ହେଉଛି ଭଗବାନଙ୍କ ବାକ୍ୟ । " |
701211 - ପ୍ରବଚନ - Speech to Their Highnesses - ଇନ୍ଦୋର |