OR/701212 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଇନ୍ଦୋର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହା ସାଦଚାରର ଆରମ୍ଭ: ସକାଳୁ ଉଠିବା, ସ୍ଵଚ୍ଛ ହେବା, ତାପରେ ଜପ, ବୈଦିକ ମନ୍ତ୍ର ଜପ କରିବା କିମ୍ବା ଜପ କର ବର୍ତ୍ତମାନର ଯୁଗରେ ସରଳୀକୃତ ହେରେ କୃଷ୍ଣ ମନ୍ତ୍ର, ମହ-ମନ୍ତ୍ର। ଏହା ହେଉଛି ସଦାଚାରର ଆରମ୍ଭ। ତେଣୁ ସଦାଚାରର ଅର୍ଥ ହେଉଛି ପାପପୂର୍ଣ୍ଣ ପ୍ରତିକ୍ରିୟାରୁ ମୁକ୍ତ ହେବା । ଯଦି କେହି ନୀତି ନିୟମ ଅନୁସରଣ ନକରନ୍ତି ତେବେ ସେ ମୁକ୍ତ ହୋଇପାରିବେ ନାହିଁ । ଏବଂ ଯଦି କେହି ପାପପୂର୍ଣ୍ଣ ପ୍ରତିକ୍ରିୟାରୁ ସମ୍ପୂର୍ଣ୍ଣ ମୁକ୍ତ ନ ହୁଅନ୍ତି, ତେବେ ସେ 'ଭଗବାନ କ’ଣ' ବୁଝିପାରିବେ ନାହିଁ । ଯେଉଁମାନେ ସଦାଚାରରେ, ନୀତି ନିୟମରେ ନାହାଁନ୍ତି... ଠିକ୍ ପଶୁମାନଙ୍କ ପରି, ସେମାନେ କିଛି ଅନୁସରଣ କରିବେ ବୋଲି ଆଶା କରାଯାଏ ନାହିଁ ... ଅବଶ୍ୟ, ପ୍ରକୃତି ଅନୁଯାୟୀ ସେମାନେ ନୀତି ନିୟମ ଅନୁସରଣ କରନ୍ତି । ତଥାପି, କିନ୍ତୁ ମାନବ, ଉନ୍ନତ ଚେତନା ଅଛି, ତେଣୁ ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ପରିବର୍ତ୍ତେ, ସେମାନେ ଉନ୍ନତ ଚେତନାର ଅପବ୍ୟବହାର କରନ୍ତି, ଏବଂ ଏହିପରି ସେମାନେ ପଶୁମାନଙ୍କଠାରୁ କମ୍ ହୁଅନ୍ତି। "
701212 - ପ୍ରବଚନ SB 06.01.21 and Conversation - ଇନ୍ଦୋର