OR/660302 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

 
(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660302BG-NEW_YORK_ND_01.mp3</mp3player>|"ଆଧୁନିକ ସଭ୍ୟତା ବ୍ୟବହାରିକ ରୂପରେ...  ସେମାନେ ଆଡେଇ  ଚାଲିଛନ୍ତି, ପ୍ରକୃତ କଷ୍ଟକୁ ଆଡେଇ ଚାଲିଛନ୍ତି | ସେମାନେ ଅସ୍ଥାୟୀ କଷ୍ଟ ସହ ଜଡିତ ହୋଇଛନ୍ତି | କିନ୍ତୁ ବୈଦିକ ବ୍ୟବସ୍ଥା ହେଉଛି ବୈଦିକ ଜ୍ଞାନ | ଏହା କଷ୍ଟକୁ ସମାପ୍ତ କରିବା ପାଇଁ ଉଦିଷ୍ଟ..., ପୁରାପୁରି, ପୁରାପୁରି କଷ୍ଟ ସମାପ୍ତ | ବୁଝି ପାରୁଛ? ଏଇ ମାନବ ଜୀବନ ସେଇଥି ପାଇଁ ଉଦିଷ୍ଟ, ସବୁ କଷ୍ଟର ସମାପ୍ତି | ଅବଶ୍ୟ, ଆମେ ମାନେ ଚେଷ୍ଟା କରୁଛେ, ସବୁ ପ୍ରକାର କଷ୍ଟକୁ ସମାପ୍ତ କରିବା ପାଇଁ | ଆମର ବ୍ୟବସାୟ, ଆମର ଜୀବିକା, ଆମର ଶିକ୍ଷା, ଆମ ଜ୍ଞାନର ଅଗ୍ରଗତି — ସବୁ କିଛି କଷ୍ଟକୁ ଅନ୍ତ କରିବା ନିମିତ୍ତ | କିନ୍ତୁ ସେହି କଷ୍ଟ କ୍ଷଣିକ, ଅଳ୍ପସ୍ଥାଇ | କିନ୍ତୁ କଷ୍ଟକୁ ସବୁଦିନ ପାଇଁ ଅନ୍ତ କରିବାକୁ ହେବ | କଷ୍ଟ... ଏହି ପ୍ରକାର ଜ୍ଞାନକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ |"|Vanisource:660302 - Lecture BG 02.07-11 - New York|660302 - ପ୍ରବଚନ BG 02.07-11 - ନିୟୁର୍କ}}
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/660220 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660220|OR/660304 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660304}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660302BG-NEW_YORK_ND_01.mp3</mp3player>|"ଆଧୁନିକ ସଭ୍ୟତା ବ୍ୟବହାରିକ ରୂପରେ...  ସେମାନେ ଆଡେଇ  ଚାଲିଛନ୍ତି, ପ୍ରକୃତ କଷ୍ଟକୁ ଆଡେଇ ଚାଲିଛନ୍ତି ସେମାନେ ଅସ୍ଥାୟୀ କଷ୍ଟ ସହ ଜଡିତ ହୋଇଛନ୍ତି କିନ୍ତୁ ବୈଦିକ ବ୍ୟବସ୍ଥା ହେଉଛି ବୈଦିକ ଜ୍ଞାନ ଏହା କଷ୍ଟକୁ ସମାପ୍ତ କରିବା ପାଇଁ ଉଦିଷ୍ଟ..., ପୁରାପୁରି, ପୁରାପୁରି କଷ୍ଟ ସମାପ୍ତ ବୁଝି ପାରୁଛ? ଏଇ ମାନବ ଜୀବନ ସେଇଥି ପାଇଁ ଉଦିଷ୍ଟ, ସବୁ କଷ୍ଟର ସମାପ୍ତି ଅବଶ୍ୟ, ଆମେ ମାନେ ଚେଷ୍ଟା କରୁଛେ, ସବୁ ପ୍ରକାର କଷ୍ଟକୁ ସମାପ୍ତ କରିବା ପାଇଁ ଆମର ବ୍ୟବସାୟ, ଆମର ଜୀବିକା, ଆମର ଶିକ୍ଷା, ଆମ ଜ୍ଞାନର ଅଗ୍ରଗତି — ସବୁ କିଛି କଷ୍ଟକୁ ଅନ୍ତ କରିବା ନିମିତ୍ତ କିନ୍ତୁ ସେହି କଷ୍ଟ କ୍ଷଣିକ, ଅଳ୍ପସ୍ଥାଇ କିନ୍ତୁ କଷ୍ଟକୁ ସବୁଦିନ ପାଇଁ ଅନ୍ତ କରିବାକୁ ହେବ କଷ୍ଟ... ଏହି ପ୍ରକାର ଜ୍ଞାନକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ "|Vanisource:660302 - Lecture BG 02.07-11 - New York|660302 - ପ୍ରବଚନ BG 02.07-11 - ନିୟୁର୍କ}}

Latest revision as of 23:09, 24 October 2019

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆଧୁନିକ ସଭ୍ୟତା ବ୍ୟବହାରିକ ରୂପରେ... ସେମାନେ ଆଡେଇ ଚାଲିଛନ୍ତି, ପ୍ରକୃତ କଷ୍ଟକୁ ଆଡେଇ ଚାଲିଛନ୍ତି । ସେମାନେ ଅସ୍ଥାୟୀ କଷ୍ଟ ସହ ଜଡିତ ହୋଇଛନ୍ତି । କିନ୍ତୁ ବୈଦିକ ବ୍ୟବସ୍ଥା ହେଉଛି ବୈଦିକ ଜ୍ଞାନ । ଏହା କଷ୍ଟକୁ ସମାପ୍ତ କରିବା ପାଇଁ ଉଦିଷ୍ଟ..., ପୁରାପୁରି, ପୁରାପୁରି କଷ୍ଟ ସମାପ୍ତ । ବୁଝି ପାରୁଛ? ଏଇ ମାନବ ଜୀବନ ସେଇଥି ପାଇଁ ଉଦିଷ୍ଟ, ସବୁ କଷ୍ଟର ସମାପ୍ତି । ଅବଶ୍ୟ, ଆମେ ମାନେ ଚେଷ୍ଟା କରୁଛେ, ସବୁ ପ୍ରକାର କଷ୍ଟକୁ ସମାପ୍ତ କରିବା ପାଇଁ । ଆମର ବ୍ୟବସାୟ, ଆମର ଜୀବିକା, ଆମର ଶିକ୍ଷା, ଆମ ଜ୍ଞାନର ଅଗ୍ରଗତି — ସବୁ କିଛି କଷ୍ଟକୁ ଅନ୍ତ କରିବା ନିମିତ୍ତ । କିନ୍ତୁ ସେହି କଷ୍ଟ କ୍ଷଣିକ, ଅଳ୍ପସ୍ଥାଇ । କିନ୍ତୁ କଷ୍ଟକୁ ସବୁଦିନ ପାଇଁ ଅନ୍ତ କରିବାକୁ ହେବ । କଷ୍ଟ... ଏହି ପ୍ରକାର ଜ୍ଞାନକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ ।"
660302 - ପ୍ରବଚନ BG 02.07-11 - ନିୟୁର୍କ