OR/660304 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପବିତ୍ର ଧାର୍ମିକ ସ୍ଥାନକୁ ଯିବାର ବାସ୍ତବିକ କାରଣ—ଆଧ୍ୟାତ୍ମିକ ଜ୍ଞାନ ସମ୍ପନ ବୁଦ୍ଧିମାନ ପଣ୍ଡିତଙ୍କୁ ସନ୍ଧାନ କରିବା । ସେମାନେ ସେଠାରେ ବାସ କରନ୍ତି । ସେମାଙ୍କ ସହ ମିଳାମିଶା କରିବା, ସେମାନଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା—ତାହା ହେଉଛି ତୀର୍ଥ ଯାତ୍ରା କରିବାର ଉଦେଶ୍ୟ । କାରଣ ତୀର୍ଥ ଯାତ୍ରାରେ, ପବିତ୍ର ସ୍ଥାନ... ମୋ ପରି, ମୋ ବାସସ୍ଥାନ ବୃନ୍ଦାବନରେ । ତ ବୃନ୍ଦାବନରେ ଅନେକ ବଡ ବଡ ବିଦ୍ୱାନ ଆଉ ସାଧୁ ମାନେ ବସବାସ କରନ୍ତି । ତେଣୁ ଏହି ପରି ପବିତ୍ର ସ୍ଥାନକୁ ବ୍ୟକ୍ତକୁ ଯିବା ଉଚିତ କିନ୍ତୁ କେବଳ ଜଳ ସ୍ନାନ କରିବାକୁ ନୁହଁ ।"
660304 - ପ୍ରବଚନ BG 02.11 - ନିୟୁର୍କ