OR/681222 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681221 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681221|OR/681222b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681222b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681222PR-LOS_ANGELES_ND_01.mp3</mp3player>|"ଆନ୍ତର୍ଜାତୀୟ କୃଷ୍ଣଭାବାନାମୃତ ସଂଘ ହେଉଛି ଏକ ଆନ୍ଦୋଳନ ଯାହା ଭଗବାନଙ୍କ ପବିତ୍ର ନାମ ଜପ କରିବାର ସରଳ ପ୍ରକ୍ରିୟା ମାଧ୍ୟମରେ ମାନବିକତାର ଆଧ୍ୟାତ୍ମିକ ପୁନଃ ପରିବର୍ତ୍ତନକୁ ଲକ୍ଷ୍ୟ ରଖେ । ମାନବ ଜୀବନ ଭୌତିକ ଅସ୍ତିତ୍ୱର ଦୁଃଖ  ଦୂର କରିବା ପାଇଁ ଉଦ୍ଦିଷ୍ଟ। ଆମର ବର୍ତ୍ତମାନର ସମାଜ ଭୌତିକ ପ୍ରଗତି ଦ୍ୱାରା ଏପରି କରିବାକୁ ଚେଷ୍ଟା କରୁଛି । ତଥାପି, ଏହା ସମସ୍ତଙ୍କ ପାଇଁ ଦୃଶ୍ୟମାନ ହୁଏ ଯେ ବ୍ୟାପକ ଭୌତିକ ପ୍ରଗତି ସତ୍ୱେ ମାନବ ସମାଜ ଶାନ୍ତିପୂର୍ଣ୍ଣ ଅବସ୍ଥାରେ ନାହିଁ । ଏହାର କାରଣ ହେଉଛି ଯେ ମଣିଷ ମୂଳତଃ  ଏକ ଆଧ୍ୟାତ୍ମିକ ପ୍ରାଣ ଅଟେ । ଏହା ଆତ୍ମା ହେଉଛି ଭୌତିକ  ଶରୀରର ବିକାଶର ପୃଷ୍ଠଭୂମି ।"|Vanisource:681222 - Lecture Press Release - Los Angeles|681222 - ପ୍ରବଚନ ପ୍ରେସ ବିଜ୍ଞପ୍ତି - ଲସ ଆ଼ଞ୍ଜେଲ୍ସ}}

Latest revision as of 06:37, 9 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆନ୍ତର୍ଜାତୀୟ କୃଷ୍ଣଭାବାନାମୃତ ସଂଘ ହେଉଛି ଏକ ଆନ୍ଦୋଳନ ଯାହା ଭଗବାନଙ୍କ ପବିତ୍ର ନାମ ଜପ କରିବାର ସରଳ ପ୍ରକ୍ରିୟା ମାଧ୍ୟମରେ ମାନବିକତାର ଆଧ୍ୟାତ୍ମିକ ପୁନଃ ପରିବର୍ତ୍ତନକୁ ଲକ୍ଷ୍ୟ ରଖେ । ମାନବ ଜୀବନ ଭୌତିକ ଅସ୍ତିତ୍ୱର ଦୁଃଖ ଦୂର କରିବା ପାଇଁ ଉଦ୍ଦିଷ୍ଟ। ଆମର ବର୍ତ୍ତମାନର ସମାଜ ଭୌତିକ ପ୍ରଗତି ଦ୍ୱାରା ଏପରି କରିବାକୁ ଚେଷ୍ଟା କରୁଛି । ତଥାପି, ଏହା ସମସ୍ତଙ୍କ ପାଇଁ ଦୃଶ୍ୟମାନ ହୁଏ ଯେ ବ୍ୟାପକ ଭୌତିକ ପ୍ରଗତି ସତ୍ୱେ ମାନବ ସମାଜ ଶାନ୍ତିପୂର୍ଣ୍ଣ ଅବସ୍ଥାରେ ନାହିଁ । ଏହାର କାରଣ ହେଉଛି ଯେ ମଣିଷ ମୂଳତଃ ଏକ ଆଧ୍ୟାତ୍ମିକ ପ୍ରାଣ ଅଟେ । ଏହା ଆତ୍ମା ହେଉଛି ଭୌତିକ ଶରୀରର ବିକାଶର ପୃଷ୍ଠଭୂମି ।"
681222 - ପ୍ରବଚନ ପ୍ରେସ ବିଜ୍ଞପ୍ତି - ଲସ ଆ଼ଞ୍ଜେଲ୍ସ