OR/700622 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭௦ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭௦]] | [[Category:OR/ଅମୃତ ବାଣୀ - ୧୯୭௦]] | ||
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]] | [[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/700614 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700614|OR/700622b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700622b}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700622IN-LOS_ANGELES_ND_01.mp3</mp3player>|"ତେଣୁ ସେହି କେନ୍ଦ୍ରୀଭୂତ ଆଖିରେ କୃଷ୍ଣଙ୍କୁ ଦେଖିବାକୁ ଚେଷ୍ଟା କର - 'କୃଷ୍ଣ କେଉଁଠାରେ'? ଏଠାରେ... କୃଷ୍ଣ ତୁମର ହୃଦୟରେ ଅଛନ୍ତି। ଈଶ୍ୱରଃ ସର୍ବ ଭୂତାନାଂ ([[Vanisource:BG 18.61 (1972)|ଭ.ଗୀ. ୧୮.୬୧]]) । ସେ ପରମାଣୁ ଭିତରେ ଅଛନ୍ତି । ସେ ସବୁଆଡେ ଅଛନ୍ତି। ତେଣୁ ସେବା ଦ୍ଵାରା ଆମେ ହୃଦୟଙ୍ଗମ କରିପାରିବା। ଅତଃ ଶ୍ରୀ-କୃଷ୍ଣ-ନାମାଦି ନ ଭଵେଦ | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700622IN-LOS_ANGELES_ND_01.mp3</mp3player>|"ତେଣୁ ସେହି କେନ୍ଦ୍ରୀଭୂତ ଆଖିରେ କୃଷ୍ଣଙ୍କୁ ଦେଖିବାକୁ ଚେଷ୍ଟା କର - 'କୃଷ୍ଣ କେଉଁଠାରେ'? ଏଠାରେ... କୃଷ୍ଣ ତୁମର ହୃଦୟରେ ଅଛନ୍ତି। ଈଶ୍ୱରଃ ସର୍ବ ଭୂତାନାଂ ([[Vanisource:BG 18.61 (1972)|ଭ.ଗୀ. ୧୮.୬୧]]) । ସେ ପରମାଣୁ ଭିତରେ ଅଛନ୍ତି । ସେ ସବୁଆଡେ ଅଛନ୍ତି। ତେଣୁ ସେବା ଦ୍ଵାରା ଆମେ ହୃଦୟଙ୍ଗମ କରିପାରିବା। ଅତଃ ଶ୍ରୀ-କୃଷ୍ଣ-ନାମାଦି ନ ଭଵେଦ | ||
ଗ୍ରାହ୍ୟମ ଇନ୍ଦ୍ରିୟଇଃ ([[Vanisource:CC Madhya 17.136|ଚ.ଚ. ମଧ୍ୟ ୧୭.୧୩୬]]) । ଯଦି ଆମେ କୃଷ୍ଣଙ୍କୁ ଦେଖିବାକୁ ଚାହୁଁ, କୃଷ୍ଣଙ୍କୁ ସ୍ପର୍ଶ କରିବାକୁ ଚାହୁଁ, ଆମର ଏହି ଭୌତିକ ଇନ୍ଦ୍ରିୟଗୁଡିକ ଦ୍ଵାରା, ଏହା ସମ୍ଭବ ନୁହେଁ । ଏହି ଇନ୍ଦ୍ରିୟଗୁଡିକ ଶୁଦ୍ଧ ହେବାକୁ ହେବ । ଏହା କିପରି ଶୁଦ୍ଧ ହୁଏ? ସେବୋନମୁଖେ ହି ଜିହ୍ଵାଦୌ (ଭ.ର.ସି. ୧.୨.୨୩୪)।: ସେବା । ଏବଂ ସେବା କେଉଁଠାରୁ ଆରମ୍ଭ ହେଉଛି? ସେବା ଆରମ୍ଭ ହୁଏ ଜିହ୍ଵାଦୌ, ଜିଭରୁ । ସେବା ଜିଭରୁ ଆରମ୍ଭ ହୁଏ । ତୁମେ ଜପ କର । ତେଣୁ ଆମେ ତୁମକୁ ଜପ କରିବାକୁ ମାଳା ଦେଉଛୁ । ତାହା ହେଉଛି ସେବା ଆରମ୍ଭ: ଜପ କରିବା । ଯଦି ତୁମେ ଜପ କର, ତେବେ ସ୍ଵୟଂ ଏବ ସ୍ପୁରତି ଅଦଃ । କୃଷ୍ଣଙ୍କ ନାମ ଶୁଣି ତୁମେ କୃଷ୍ଣଙ୍କ ରୂପ ବୁଝିବ, ତୁମେ କୃଷ୍ଣଙ୍କ ଗୁଣ ବୁଝିବ, ତୁମେ କୃଷ୍ଣଙ୍କ ଲୀଳା, ତାଙ୍କର ସର୍ବଶକ୍ତି ବୁଝିବ । ସବୁକିଛି ପ୍ରକାଶ ପାଇବ। "|Vanisource:700622 - Lecture Initiation - Los Angeles|700622 - ପ୍ରବଚନ Initiation - ଲସ ଆ଼ଞ୍ଜେଲ୍ସ}} | ଗ୍ରାହ୍ୟମ ଇନ୍ଦ୍ରିୟଇଃ ([[Vanisource:CC Madhya 17.136|ଚ.ଚ. ମଧ୍ୟ ୧୭.୧୩୬]]) । ଯଦି ଆମେ କୃଷ୍ଣଙ୍କୁ ଦେଖିବାକୁ ଚାହୁଁ, କୃଷ୍ଣଙ୍କୁ ସ୍ପର୍ଶ କରିବାକୁ ଚାହୁଁ, ଆମର ଏହି ଭୌତିକ ଇନ୍ଦ୍ରିୟଗୁଡିକ ଦ୍ଵାରା, ଏହା ସମ୍ଭବ ନୁହେଁ । ଏହି ଇନ୍ଦ୍ରିୟଗୁଡିକ ଶୁଦ୍ଧ ହେବାକୁ ହେବ । ଏହା କିପରି ଶୁଦ୍ଧ ହୁଏ? ସେବୋନମୁଖେ ହି ଜିହ୍ଵାଦୌ (ଭ.ର.ସି. ୧.୨.୨୩୪)।: ସେବା । ଏବଂ ସେବା କେଉଁଠାରୁ ଆରମ୍ଭ ହେଉଛି? ସେବା ଆରମ୍ଭ ହୁଏ ଜିହ୍ଵାଦୌ, ଜିଭରୁ । ସେବା ଜିଭରୁ ଆରମ୍ଭ ହୁଏ । ତୁମେ ଜପ କର । ତେଣୁ ଆମେ ତୁମକୁ ଜପ କରିବାକୁ ମାଳା ଦେଉଛୁ । ତାହା ହେଉଛି ସେବା ଆରମ୍ଭ: ଜପ କରିବା । ଯଦି ତୁମେ ଜପ କର, ତେବେ ସ୍ଵୟଂ ଏବ ସ୍ପୁରତି ଅଦଃ । କୃଷ୍ଣଙ୍କ ନାମ ଶୁଣି ତୁମେ କୃଷ୍ଣଙ୍କ ରୂପ ବୁଝିବ, ତୁମେ କୃଷ୍ଣଙ୍କ ଗୁଣ ବୁଝିବ, ତୁମେ କୃଷ୍ଣଙ୍କ ଲୀଳା, ତାଙ୍କର ସର୍ବଶକ୍ତି ବୁଝିବ । ସବୁକିଛି ପ୍ରକାଶ ପାଇବ। "|Vanisource:700622 - Lecture Initiation - Los Angeles|700622 - ପ୍ରବଚନ Initiation - ଲସ ଆ଼ଞ୍ଜେଲ୍ସ}} |
Latest revision as of 05:22, 17 May 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ତେଣୁ ସେହି କେନ୍ଦ୍ରୀଭୂତ ଆଖିରେ କୃଷ୍ଣଙ୍କୁ ଦେଖିବାକୁ ଚେଷ୍ଟା କର - 'କୃଷ୍ଣ କେଉଁଠାରେ'? ଏଠାରେ... କୃଷ୍ଣ ତୁମର ହୃଦୟରେ ଅଛନ୍ତି। ଈଶ୍ୱରଃ ସର୍ବ ଭୂତାନାଂ (ଭ.ଗୀ. ୧୮.୬୧) । ସେ ପରମାଣୁ ଭିତରେ ଅଛନ୍ତି । ସେ ସବୁଆଡେ ଅଛନ୍ତି। ତେଣୁ ସେବା ଦ୍ଵାରା ଆମେ ହୃଦୟଙ୍ଗମ କରିପାରିବା। ଅତଃ ଶ୍ରୀ-କୃଷ୍ଣ-ନାମାଦି ନ ଭଵେଦ
ଗ୍ରାହ୍ୟମ ଇନ୍ଦ୍ରିୟଇଃ (ଚ.ଚ. ମଧ୍ୟ ୧୭.୧୩୬) । ଯଦି ଆମେ କୃଷ୍ଣଙ୍କୁ ଦେଖିବାକୁ ଚାହୁଁ, କୃଷ୍ଣଙ୍କୁ ସ୍ପର୍ଶ କରିବାକୁ ଚାହୁଁ, ଆମର ଏହି ଭୌତିକ ଇନ୍ଦ୍ରିୟଗୁଡିକ ଦ୍ଵାରା, ଏହା ସମ୍ଭବ ନୁହେଁ । ଏହି ଇନ୍ଦ୍ରିୟଗୁଡିକ ଶୁଦ୍ଧ ହେବାକୁ ହେବ । ଏହା କିପରି ଶୁଦ୍ଧ ହୁଏ? ସେବୋନମୁଖେ ହି ଜିହ୍ଵାଦୌ (ଭ.ର.ସି. ୧.୨.୨୩୪)।: ସେବା । ଏବଂ ସେବା କେଉଁଠାରୁ ଆରମ୍ଭ ହେଉଛି? ସେବା ଆରମ୍ଭ ହୁଏ ଜିହ୍ଵାଦୌ, ଜିଭରୁ । ସେବା ଜିଭରୁ ଆରମ୍ଭ ହୁଏ । ତୁମେ ଜପ କର । ତେଣୁ ଆମେ ତୁମକୁ ଜପ କରିବାକୁ ମାଳା ଦେଉଛୁ । ତାହା ହେଉଛି ସେବା ଆରମ୍ଭ: ଜପ କରିବା । ଯଦି ତୁମେ ଜପ କର, ତେବେ ସ୍ଵୟଂ ଏବ ସ୍ପୁରତି ଅଦଃ । କୃଷ୍ଣଙ୍କ ନାମ ଶୁଣି ତୁମେ କୃଷ୍ଣଙ୍କ ରୂପ ବୁଝିବ, ତୁମେ କୃଷ୍ଣଙ୍କ ଗୁଣ ବୁଝିବ, ତୁମେ କୃଷ୍ଣଙ୍କ ଲୀଳା, ତାଙ୍କର ସର୍ବଶକ୍ତି ବୁଝିବ । ସବୁକିଛି ପ୍ରକାଶ ପାଇବ। " |
700622 - ପ୍ରବଚନ Initiation - ଲସ ଆ଼ଞ୍ଜେଲ୍ସ |