OR/701211 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଇନ୍ଦୋର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ଇନ୍ଦୋର]]
[[Category:OR/ଅମୃତ ବାଣୀ - ଇନ୍ଦୋର]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/701110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701110|OR/701212 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଇନ୍ଦୋର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701212}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/701211LE-INDORE_ND_01.mp3</mp3player>|"ତେଣୁ ଭଗବଦ୍-ଗୀତା, ଭଗବାନ କୃଷ୍ଣଙ୍କ ବାର୍ତ୍ତା ପ୍ରଚାର କରିବାକୁ ଆମେ ବହୁତ ଚିନ୍ତିତ। ଆମେ ଭଗବଦ୍-ଗୀତାକୁ କୌଣସି ଭୁଲ ବ୍ୟାଖ୍ୟା ନକରି ମୌଳିକ ରୁପରେ ଉପସ୍ଥାପନ କରୁଛୁ। ଆମେ ଭଗବାନଙ୍କ ବାକ୍ୟକୁ ବ୍ୟାଖ୍ୟା କରିପାରିବୁ ନାହିଁ। କାରଣ ଧର୍ମର ଅର୍ଥ ହେଉଛି ଭଗବାନଙ୍କ ବାକ୍ୟ। ଧର୍ମ ତୁ ସାକ୍ଷ୍ୟାଦ ଭଗବତପ୍ରଣୀତଂ ([[Vanisource:SB 6.3.19|SB 6.3.19]]) । ଧର୍ମର ନୀତି କୌଣସି ମଣିଷ ଦ୍ୱାରା ହୋଇପାରିବ ନାହିଁ, ଯେପରି ନାଗରିକଙ୍କ ଦ୍ଵାରା ଆଇନ ତିଆରି ହୋଇପାରିବ ନାହିଁ। ସରକାରଙ୍କ ଦ୍ୱାରା ଆଇନ ପ୍ରସ୍ତୁତ କରାଯାଇଛ । ସେହି ନିୟମ ଗ୍ରହଣ କରାଯାଇଛି। ଏହା ବାଧ୍ୟତାମୂଳକ ଅଟେ। ସେହିଭଳି ଧର୍ମର ଅର୍ଥ ହେଉଛି ଭଗବାନଙ୍କ ବାକ୍ୟ । "|Vanisource:701211 - Lecture - Speech to Their Highnesses - Indore|701211 - ପ୍ରବଚନ - Speech to Their Highnesses - ଇନ୍ଦୋର}}

Latest revision as of 05:30, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବଦ୍-ଗୀତା, ଭଗବାନ କୃଷ୍ଣଙ୍କ ବାର୍ତ୍ତା ପ୍ରଚାର କରିବାକୁ ଆମେ ବହୁତ ଚିନ୍ତିତ। ଆମେ ଭଗବଦ୍-ଗୀତାକୁ କୌଣସି ଭୁଲ ବ୍ୟାଖ୍ୟା ନକରି ମୌଳିକ ରୁପରେ ଉପସ୍ଥାପନ କରୁଛୁ। ଆମେ ଭଗବାନଙ୍କ ବାକ୍ୟକୁ ବ୍ୟାଖ୍ୟା କରିପାରିବୁ ନାହିଁ। କାରଣ ଧର୍ମର ଅର୍ଥ ହେଉଛି ଭଗବାନଙ୍କ ବାକ୍ୟ। ଧର୍ମ ତୁ ସାକ୍ଷ୍ୟାଦ ଭଗବତପ୍ରଣୀତଂ (SB 6.3.19) । ଧର୍ମର ନୀତି କୌଣସି ମଣିଷ ଦ୍ୱାରା ହୋଇପାରିବ ନାହିଁ, ଯେପରି ନାଗରିକଙ୍କ ଦ୍ଵାରା ଆଇନ ତିଆରି ହୋଇପାରିବ ନାହିଁ। ସରକାରଙ୍କ ଦ୍ୱାରା ଆଇନ ପ୍ରସ୍ତୁତ କରାଯାଇଛ । ସେହି ନିୟମ ଗ୍ରହଣ କରାଯାଇଛି। ଏହା ବାଧ୍ୟତାମୂଳକ ଅଟେ। ସେହିଭଳି ଧର୍ମର ଅର୍ଥ ହେଉଛି ଭଗବାନଙ୍କ ବାକ୍ୟ । "
701211 - ପ୍ରବଚନ - Speech to Their Highnesses - ଇନ୍ଦୋର