OR/710117c ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୧ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭୧]] | [[Category:OR/ଅମୃତ ବାଣୀ - ୧୯୭୧]] | ||
[[Category:OR/ଅମୃତ ବାଣୀ - ଆଲ୍ହାବାଦ]] | [[Category:OR/ଅମୃତ ବାଣୀ - ଆଲ୍ହାବାଦ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/710117b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710117b|OR/710118 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710118}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710117R1-ALLAHABAD_ND_01.mp3</mp3player>|"ତଦ-ବିଜ୍ଞାନାଅର୍ଥଂ ସ ଗୁରୁଂ ଏବ ଅଭିଗଚ୍ଛେତ (ମୁ.ଉ. ୧.୨.୧୨):" ତତ୍ୱ ଜ୍ଞାନକୁ ବୁଝିବାକୁ ହେଲେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ନିକଟକୁ ଯିବାକୁ ପଡିବ । ଗଚ୍ଛେତ । ଯଦି ତୁମେ ଏହି ନୀତିଗୁଡିକ ଗ୍ରହଣ କରୁନାହଁ, ତେବେ ତୁମେ କିପରି ଅଗ୍ରଗତି କରିପାରିବ? ତସ୍ମାଦ ଗୁରୁଂ ପ୍ରପଦ୍ୟେତ ଜିଜ୍ଞାସୁର ଶ୍ରେୟ ଉତ୍ତମଂ ([[Vanisource: SB 11.3.21 | ଭା. ୧୧.୩.୨୧]]) । ଯଦି ଆପଣ ଏହି ନୀତି ଗ୍ରହଣ କରନ୍ତି ନାହିଁ, ତେବେ କୌଣସି ସମ୍ଭାବନା ନାହିଁ । ତା'ପରେ ତୁମେ ନିଜ ପଦ୍ଧତିରେ ଚିନ୍ତା କରି ଚାଲିପାରିବ । କାହା ପାଖକୁ ଯିବାର ପ୍ରଶ୍ନ ନାହିଁ । ଚିନ୍ତା କରି ତୁମେ ନିଜକୁ ସିଦ୍ଧ କର, ଯେପରି ଅନ୍ୟମାନେ କରୁଛନ୍ତି, କଳ୍ପନା କରୁଛନ୍ତି । ତାହା ସମ୍ଭବ । କିନ୍ତୁ କଦାପି ସିଦ୍ଧତାକୁ ନୁହେଁ। "|Vanisource:710117 - Conversation - Allahabad|710117 - ବାର୍ତ୍ତାଳାପ - ଆଲ୍ହାବାଦ}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710117R1-ALLAHABAD_ND_01.mp3</mp3player>|"ତଦ-ବିଜ୍ଞାନାଅର୍ଥଂ ସ ଗୁରୁଂ ଏବ ଅଭିଗଚ୍ଛେତ (ମୁ.ଉ. ୧.୨.୧୨):" ତତ୍ୱ ଜ୍ଞାନକୁ ବୁଝିବାକୁ ହେଲେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ନିକଟକୁ ଯିବାକୁ ପଡିବ । ଗଚ୍ଛେତ । ଯଦି ତୁମେ ଏହି ନୀତିଗୁଡିକ ଗ୍ରହଣ କରୁନାହଁ, ତେବେ ତୁମେ କିପରି ଅଗ୍ରଗତି କରିପାରିବ? ତସ୍ମାଦ ଗୁରୁଂ ପ୍ରପଦ୍ୟେତ ଜିଜ୍ଞାସୁର ଶ୍ରେୟ ଉତ୍ତମଂ ([[Vanisource: SB 11.3.21 | ଭା. ୧୧.୩.୨୧]]) । ଯଦି ଆପଣ ଏହି ନୀତି ଗ୍ରହଣ କରନ୍ତି ନାହିଁ, ତେବେ କୌଣସି ସମ୍ଭାବନା ନାହିଁ । ତା'ପରେ ତୁମେ ନିଜ ପଦ୍ଧତିରେ ଚିନ୍ତା କରି ଚାଲିପାରିବ । କାହା ପାଖକୁ ଯିବାର ପ୍ରଶ୍ନ ନାହିଁ । ଚିନ୍ତା କରି ତୁମେ ନିଜକୁ ସିଦ୍ଧ କର, ଯେପରି ଅନ୍ୟମାନେ କରୁଛନ୍ତି, କଳ୍ପନା କରୁଛନ୍ତି । ତାହା ସମ୍ଭବ । କିନ୍ତୁ କଦାପି ସିଦ୍ଧତାକୁ ନୁହେଁ। "|Vanisource:710117 - Conversation - Allahabad|710117 - ବାର୍ତ୍ତାଳାପ - ଆଲ୍ହାବାଦ}} |
Latest revision as of 05:17, 29 May 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ତଦ-ବିଜ୍ଞାନାଅର୍ଥଂ ସ ଗୁରୁଂ ଏବ ଅଭିଗଚ୍ଛେତ (ମୁ.ଉ. ୧.୨.୧୨):" ତତ୍ୱ ଜ୍ଞାନକୁ ବୁଝିବାକୁ ହେଲେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ନିକଟକୁ ଯିବାକୁ ପଡିବ । ଗଚ୍ଛେତ । ଯଦି ତୁମେ ଏହି ନୀତିଗୁଡିକ ଗ୍ରହଣ କରୁନାହଁ, ତେବେ ତୁମେ କିପରି ଅଗ୍ରଗତି କରିପାରିବ? ତସ୍ମାଦ ଗୁରୁଂ ପ୍ରପଦ୍ୟେତ ଜିଜ୍ଞାସୁର ଶ୍ରେୟ ଉତ୍ତମଂ ( ଭା. ୧୧.୩.୨୧) । ଯଦି ଆପଣ ଏହି ନୀତି ଗ୍ରହଣ କରନ୍ତି ନାହିଁ, ତେବେ କୌଣସି ସମ୍ଭାବନା ନାହିଁ । ତା'ପରେ ତୁମେ ନିଜ ପଦ୍ଧତିରେ ଚିନ୍ତା କରି ଚାଲିପାରିବ । କାହା ପାଖକୁ ଯିବାର ପ୍ରଶ୍ନ ନାହିଁ । ଚିନ୍ତା କରି ତୁମେ ନିଜକୁ ସିଦ୍ଧ କର, ଯେପରି ଅନ୍ୟମାନେ କରୁଛନ୍ତି, କଳ୍ପନା କରୁଛନ୍ତି । ତାହା ସମ୍ଭବ । କିନ୍ତୁ କଦାପି ସିଦ୍ଧତାକୁ ନୁହେଁ। " |
710117 - ବାର୍ତ୍ତାଳାପ - ଆଲ୍ହାବାଦ |