OR/710118 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତୁମକୁ ଦେଖିବାକୁ ପଡିବ। ତୁମେ ତୁମର ସମୟ ଦେଖିବାକୁ ପଡିବ, ଯେତେବେଳେ ତୁମେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ଥିବ। ଯେତେବେଳେ ତୁମେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ, ଯେପରି କୃଷ୍ଣ..., ଅର୍ଜୁନ କହିଛନ୍ତି ଯେ "ମୁଁ ବର୍ତ୍ତମାନ ଦ୍ୱନ୍ଦ୍ୱରେ ପଡିଛି ଏବଂ ମୁଁ ତୁମ ନିକଟରେ ଆତ୍ମସମର୍ପଣ କରୁଛି" । ଯଦି ତୁମେ ଭାବୁଛ ଯେ ତୁମେ ଦ୍ୱନ୍ଦ୍ୱରେ ନାହଁ, ତୁମେ ଆତ୍ମସମର୍ପଣ କରିପାରିବ ନାହିଁ, ତା’ହେଲେ ଶିକ୍ଷାଦାନର କୌଣସି ପ୍ରଶ୍ନ ନାହିଁ। ”
710118 - ବାର୍ତ୍ତାଳାପ - ଆଲ୍ହାବାଦ