OR/710212 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଗୋରଖପୁର]]
[[Category:OR/ଅମୃତ ବାଣୀ - ଗୋରଖପୁର]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710211b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710211b|OR/710212b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710212b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710212CC-GORAKHPUR_ND_01.mp3</mp3player>|"ଦୁର୍ଭାଗ୍ୟବଶତଃ ମାୟାବାଦୀମାନେ, ସେମାନେ, ହୁଏତ ଶାସ୍ତ୍ର ଜ୍ଞାନର ଅଭାବ ହେତୁ କିମ୍ବା ସେମାନଙ୍କ ଭାବପ୍ରବଣ ଦ୍ୱାରା, ସେମାନେ କୁହନ୍ତି ଯେ କୃଷ୍ଣ କିମ୍ବା ବିଷ୍ଣୁ ଯେତେବେଳେ ଆସିବେ, କିମ୍ବା ପରମ ସତ୍ୟ ଯେତେବେଳେ ସେ ଅବତରଣ କରନ୍ତି, ସେ ନିଅନ୍ତି, ସେ ଗ୍ରହଣ କରନ୍ତି, ଏକ ଭୌତିକ ଶରୀର"। ଏହା ଏକ ସତ୍ୟ ନୁହେଁ। କୃଷ୍ଣ କୁହନ୍ତି, ସମ୍ଭବାମ୍ୟାତ୍ମ-ମାୟଯା ([[Vanisource: BG 4.6 (1972) | ଭ.ଗୀ. ୪.୬]])। ଏହା ନୁହେଁ ଯେ କୃଷ୍ଣ ଏକ ଭୌତିକ ଶରୀରକୁ ଗ୍ରହଣ କରନ୍ତି। ନା। କୃଷ୍ଣଙ୍କର ଏପରି ପାର୍ଥକ୍ୟ ନାହିଁ, ଭୌତିକ  (ଅସ୍ପଷ୍ଟ)। ତେଣୁ କୃଷ୍ଣ କୁହନ୍ତି, ଅବଜାନନ୍ତି ମାଂ ମୂଢା ମାନୁଷୀଂ ତନୁମାଶ୍ରିତମ୍ ([[Vanisource: BG 9.11 (1972) | ଭ.ଗୀ. ୯.୧୧]]): "ଯେହେତୁ ମୁଁ ନିଜକୁ ଉପସ୍ଥାପନ କରେ, ମୁଁ ନିଜେ ମଣିଷ ଶରୀରରେ ଅବତାର ନିଏ, ମୂଢ଼, କିମ୍ବା ମୂର୍ଖ ମାନେ, ସେମାନେ ମୋ ବିଷୟରେ ଭାବନ୍ତି କିମ୍ବା ମୋତେ ଉପହାସ କରନ୍ତି।"|Vanisource:710212 - Lecture CC Madhya 06.149-50 - Gorakhpur|710212 - ପ୍ରବଚନ CC Madhya 06.149-50 - ଗୋରଖପୁର}}

Latest revision as of 05:01, 9 June 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଦୁର୍ଭାଗ୍ୟବଶତଃ ମାୟାବାଦୀମାନେ, ସେମାନେ, ହୁଏତ ଶାସ୍ତ୍ର ଜ୍ଞାନର ଅଭାବ ହେତୁ କିମ୍ବା ସେମାନଙ୍କ ଭାବପ୍ରବଣ ଦ୍ୱାରା, ସେମାନେ କୁହନ୍ତି ଯେ କୃଷ୍ଣ କିମ୍ବା ବିଷ୍ଣୁ ଯେତେବେଳେ ଆସିବେ, କିମ୍ବା ପରମ ସତ୍ୟ ଯେତେବେଳେ ସେ ଅବତରଣ କରନ୍ତି, ସେ ନିଅନ୍ତି, ସେ ଗ୍ରହଣ କରନ୍ତି, ଏକ ଭୌତିକ ଶରୀର"। ଏହା ଏକ ସତ୍ୟ ନୁହେଁ। କୃଷ୍ଣ କୁହନ୍ତି, ସମ୍ଭବାମ୍ୟାତ୍ମ-ମାୟଯା ( ଭ.ଗୀ. ୪.୬)। ଏହା ନୁହେଁ ଯେ କୃଷ୍ଣ ଏକ ଭୌତିକ ଶରୀରକୁ ଗ୍ରହଣ କରନ୍ତି। ନା। କୃଷ୍ଣଙ୍କର ଏପରି ପାର୍ଥକ୍ୟ ନାହିଁ, ଭୌତିକ (ଅସ୍ପଷ୍ଟ)। ତେଣୁ କୃଷ୍ଣ କୁହନ୍ତି, ଅବଜାନନ୍ତି ମାଂ ମୂଢା ମାନୁଷୀଂ ତନୁମାଶ୍ରିତମ୍ ( ଭ.ଗୀ. ୯.୧୧): "ଯେହେତୁ ମୁଁ ନିଜକୁ ଉପସ୍ଥାପନ କରେ, ମୁଁ ନିଜେ ମଣିଷ ଶରୀରରେ ଅବତାର ନିଏ, ମୂଢ଼, କିମ୍ବା ମୂର୍ଖ ମାନେ, ସେମାନେ ମୋ ବିଷୟରେ ଭାବନ୍ତି କିମ୍ବା ମୋତେ ଉପହାସ କରନ୍ତି।"
710212 - ପ୍ରବଚନ CC Madhya 06.149-50 - ଗୋରଖପୁର