OR/710326 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୧ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭୧]] | [[Category:OR/ଅମୃତ ବାଣୀ - ୧୯୭୧]] | ||
[[Category:OR/ଅମୃତ ବାଣୀ - ମୁମ୍ବାଇ]] | [[Category:OR/ଅମୃତ ବାଣୀ - ମୁମ୍ବାଇ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/710324 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710324|OR/710328 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710328}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710326LE-BOMBAY_ND_01.mp3</mp3player>|"ଦ୍ୱୈତ୍ୟ ଜଗତରେ ଭଦ୍ରାଭଦ୍ର, 'ଏହା ଭଲ, ଏହା ଖରାପ ଅଟେ। ଏହା ସୁନ୍ଦର, ଏହା ସୁନ୍ଦର ନୁହେଁ', ସେମାନେ କେବଳ ମାନସିକ କଳ୍ପନା, କାରଣ ଏହି ଦୁନିଆରେ କିଛି ଭଲ ନୁହେଁ। ସବୁକିଛି ଖରାପ, କାରଣ ଏହା ଶାଶ୍ୱତ ନୁହେଁ। ତେଣୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ଜଗନ୍ ମିଥ୍ୟା, ବ୍ରହ୍ମ ସତ୍ୟ। ଏହା ଏକ ସତ୍ୟ। ଏଗୁଡିକ, ଯେକୌଣସି ଜିନିଷ, ଏହି ଜଗତର ବିଭିନ୍ନ ପ୍ରକାର: ଅସ୍ଥାୟୀ। ତାହା ହେଉଛି ସଠିକ୍ ଶବ୍ଦ। ଏହା ମିଥ୍ୟା ନୁହେଁ; ଏହା ଅସ୍ଥାୟୀ ସତ୍ୟ ଅଟେ । ବୈଷ୍ଣବ ଦାର୍ଶନିକ କହିଛନ୍ତି ଯେ ଏହି ଜଗତ ମିଥ୍ୟା ନୁହେଁ, କିନ୍ତୁ ଅସ୍ଥାୟୀ, ଅନିତ୍ୟ। ଅନିତ୍ୟ ସଂସାରେ ମୋହୋ ଜନମିୟା । | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710326LE-BOMBAY_ND_01.mp3</mp3player>|"ଦ୍ୱୈତ୍ୟ ଜଗତରେ ଭଦ୍ରାଭଦ୍ର, 'ଏହା ଭଲ, ଏହା ଖରାପ ଅଟେ। ଏହା ସୁନ୍ଦର, ଏହା ସୁନ୍ଦର ନୁହେଁ', ସେମାନେ କେବଳ ମାନସିକ କଳ୍ପନା, କାରଣ ଏହି ଦୁନିଆରେ କିଛି ଭଲ ନୁହେଁ। ସବୁକିଛି ଖରାପ, କାରଣ ଏହା ଶାଶ୍ୱତ ନୁହେଁ। ତେଣୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ଜଗନ୍ ମିଥ୍ୟା, ବ୍ରହ୍ମ ସତ୍ୟ। ଏହା ଏକ ସତ୍ୟ। ଏଗୁଡିକ, ଯେକୌଣସି ଜିନିଷ, ଏହି ଜଗତର ବିଭିନ୍ନ ପ୍ରକାର: ଅସ୍ଥାୟୀ। ତାହା ହେଉଛି ସଠିକ୍ ଶବ୍ଦ। ଏହା ମିଥ୍ୟା ନୁହେଁ; ଏହା ଅସ୍ଥାୟୀ ସତ୍ୟ ଅଟେ । ବୈଷ୍ଣବ ଦାର୍ଶନିକ କହିଛନ୍ତି ଯେ ଏହି ଜଗତ ମିଥ୍ୟା ନୁହେଁ, କିନ୍ତୁ ଅସ୍ଥାୟୀ, ଅନିତ୍ୟ। ଅନିତ୍ୟ ସଂସାରେ ମୋହୋ ଜନମିୟା । | ||
ଶ୍ରୀଲ ଭକ୍ତିବିନୋଦ ଠାକୁର କହିଛନ୍ତି, ଜଡ-ବିଦ୍ୟା ସବ ମାୟାର ବୈଭବ: "ଭୌତିକ ବିଜ୍ଞାନର ଉନ୍ନତି ମାୟାର ଭ୍ରମ ବଢାଉଛି" । ଆମେ ପୂର୍ବରୁ ଭ୍ରମିତ ହୋଇଛୁ, ଏବଂ ଯଦି ଆପଣ ଭ୍ରମକୁ ଅଧିକରୁ ଅଧିକ ବଢ଼ାଇବାକୁ ଯାଉଛନ୍ତି, ତେବେ ଆମେ ଅଧିକରୁ ଅଧିକ ଜଡିତ ହୋଇଯିବା । ତାହା ହେଉଛି ପ୍ରକୃତି। "|Vanisource:710326 - Lecture Pandal at Cross Maidan - Bombay|710326 - ପ୍ରବଚନ Pandal at Cross Maidan - ମୁମ୍ବାଇ}} | ଶ୍ରୀଲ ଭକ୍ତିବିନୋଦ ଠାକୁର କହିଛନ୍ତି, ଜଡ-ବିଦ୍ୟା ସବ ମାୟାର ବୈଭବ: "ଭୌତିକ ବିଜ୍ଞାନର ଉନ୍ନତି ମାୟାର ଭ୍ରମ ବଢାଉଛି" । ଆମେ ପୂର୍ବରୁ ଭ୍ରମିତ ହୋଇଛୁ, ଏବଂ ଯଦି ଆପଣ ଭ୍ରମକୁ ଅଧିକରୁ ଅଧିକ ବଢ଼ାଇବାକୁ ଯାଉଛନ୍ତି, ତେବେ ଆମେ ଅଧିକରୁ ଅଧିକ ଜଡିତ ହୋଇଯିବା । ତାହା ହେଉଛି ପ୍ରକୃତି। "|Vanisource:710326 - Lecture Pandal at Cross Maidan - Bombay|710326 - ପ୍ରବଚନ Pandal at Cross Maidan - ମୁମ୍ବାଇ}} |
Latest revision as of 05:07, 17 October 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଦ୍ୱୈତ୍ୟ ଜଗତରେ ଭଦ୍ରାଭଦ୍ର, 'ଏହା ଭଲ, ଏହା ଖରାପ ଅଟେ। ଏହା ସୁନ୍ଦର, ଏହା ସୁନ୍ଦର ନୁହେଁ', ସେମାନେ କେବଳ ମାନସିକ କଳ୍ପନା, କାରଣ ଏହି ଦୁନିଆରେ କିଛି ଭଲ ନୁହେଁ। ସବୁକିଛି ଖରାପ, କାରଣ ଏହା ଶାଶ୍ୱତ ନୁହେଁ। ତେଣୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ଜଗନ୍ ମିଥ୍ୟା, ବ୍ରହ୍ମ ସତ୍ୟ। ଏହା ଏକ ସତ୍ୟ। ଏଗୁଡିକ, ଯେକୌଣସି ଜିନିଷ, ଏହି ଜଗତର ବିଭିନ୍ନ ପ୍ରକାର: ଅସ୍ଥାୟୀ। ତାହା ହେଉଛି ସଠିକ୍ ଶବ୍ଦ। ଏହା ମିଥ୍ୟା ନୁହେଁ; ଏହା ଅସ୍ଥାୟୀ ସତ୍ୟ ଅଟେ । ବୈଷ୍ଣବ ଦାର୍ଶନିକ କହିଛନ୍ତି ଯେ ଏହି ଜଗତ ମିଥ୍ୟା ନୁହେଁ, କିନ୍ତୁ ଅସ୍ଥାୟୀ, ଅନିତ୍ୟ। ଅନିତ୍ୟ ସଂସାରେ ମୋହୋ ଜନମିୟା ।
ଶ୍ରୀଲ ଭକ୍ତିବିନୋଦ ଠାକୁର କହିଛନ୍ତି, ଜଡ-ବିଦ୍ୟା ସବ ମାୟାର ବୈଭବ: "ଭୌତିକ ବିଜ୍ଞାନର ଉନ୍ନତି ମାୟାର ଭ୍ରମ ବଢାଉଛି" । ଆମେ ପୂର୍ବରୁ ଭ୍ରମିତ ହୋଇଛୁ, ଏବଂ ଯଦି ଆପଣ ଭ୍ରମକୁ ଅଧିକରୁ ଅଧିକ ବଢ଼ାଇବାକୁ ଯାଉଛନ୍ତି, ତେବେ ଆମେ ଅଧିକରୁ ଅଧିକ ଜଡିତ ହୋଇଯିବା । ତାହା ହେଉଛି ପ୍ରକୃତି। " |
710326 - ପ୍ରବଚନ Pandal at Cross Maidan - ମୁମ୍ବାଇ |