OR/690120b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690120 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690120|OR/690120c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690120c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690120SB-LOS_ANGELES_ND_02.mp3</mp3player>|"ତେଣୁ ସବୁକିଛି ଭଗବାନଙ୍କ ସମ୍ପତ୍ତି। ତୁମେ ପାରିବ ନାହିଁ, ତୁମେ ଭଗବାନଙ୍କ ପୁତ୍ର ହୋଇଥିଲେ ମଧ୍ୟ, ଭଗବାନଙ୍କ ଅନୁମତି ବିନା ତୁମେ କିଛି ନେଇ ପାରିବ ନାହିଁ । ଠିକ୍ ତୁମ ପିତାଙ୍କ ସମ୍ପତ୍ତି ପରି । ତୁମେ ତୁମର ପିତାଙ୍କ ଉତ୍ତରାଧିକାରୀ ହେବ ... ଏହା ଏକ ସତ୍ୟ। କିନ୍ତୁ ଧରାଯାଉ ଜଣେ ପିତାଙ୍କ ଟେବୁଲ ଉପରେ ଏକ ହଜାର ଡଲାର ଅଛି । ଯଦି ତୁମେ ତାଙ୍କ ବିନା ଅନୁମତିରେ ଏହାକୁ ନେଇଯାଅ, ଯଦି ତୁମେ ଭାବୁଛ ଯେ ଏହା "ମୋ ବାପାଙ୍କ ଟଙ୍କା", କିନ୍ତୁ ଆଇନ ଅନୁଯାୟୀ ତୁମେ ଅପରାଧୀ ହୋଇଯାଅ । ତୁମ ବାପା ତୁମକୁ ଅପରାଧି ମାମଲା ରୁଜୁ କରିପାରନ୍ତି । ତାହା ହେଉଛି ରାଜ୍ୟ ଆଇନ। ଏପରିକି ଏହା ତୁମର ପିତାଙ୍କର ଟଙ୍କା, ଏପରିକି ତୁମର ପିତା ମଧ୍ୟ ବହୁତ ଦୟାଳୁ, କିନ୍ତୁ ଯଦି ତୁମେ ପିତାଙ୍କ ଟଙ୍କା ତାଙ୍କ ବିନା ଅନୁମତିରେ ନେଇଯାଅ, ତେବେ ତୁମେ ଜଣେ ଅପରାଧୀ। ଏବଂ ଅନ୍ୟମାନଙ୍କ ବିଷୟରେ କ'ଣ କହିବ? ସେହିଭଳି, ଆମେ ସମସ୍ତେ ଭଗବାନଙ୍କ ପୁତ୍ର।"|Vanisource:690120 - Lecture SB 05.05.01 - Los Angeles|690120 - ପ୍ରବଚନ SB 05.05.01 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:14, 21 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ସବୁକିଛି ଭଗବାନଙ୍କ ସମ୍ପତ୍ତି। ତୁମେ ପାରିବ ନାହିଁ, ତୁମେ ଭଗବାନଙ୍କ ପୁତ୍ର ହୋଇଥିଲେ ମଧ୍ୟ, ଭଗବାନଙ୍କ ଅନୁମତି ବିନା ତୁମେ କିଛି ନେଇ ପାରିବ ନାହିଁ । ଠିକ୍ ତୁମ ପିତାଙ୍କ ସମ୍ପତ୍ତି ପରି । ତୁମେ ତୁମର ପିତାଙ୍କ ଉତ୍ତରାଧିକାରୀ ହେବ ... ଏହା ଏକ ସତ୍ୟ। କିନ୍ତୁ ଧରାଯାଉ ଜଣେ ପିତାଙ୍କ ଟେବୁଲ ଉପରେ ଏକ ହଜାର ଡଲାର ଅଛି । ଯଦି ତୁମେ ତାଙ୍କ ବିନା ଅନୁମତିରେ ଏହାକୁ ନେଇଯାଅ, ଯଦି ତୁମେ ଭାବୁଛ ଯେ ଏହା "ମୋ ବାପାଙ୍କ ଟଙ୍କା", କିନ୍ତୁ ଆଇନ ଅନୁଯାୟୀ ତୁମେ ଅପରାଧୀ ହୋଇଯାଅ । ତୁମ ବାପା ତୁମକୁ ଅପରାଧି ମାମଲା ରୁଜୁ କରିପାରନ୍ତି । ତାହା ହେଉଛି ରାଜ୍ୟ ଆଇନ। ଏପରିକି ଏହା ତୁମର ପିତାଙ୍କର ଟଙ୍କା, ଏପରିକି ତୁମର ପିତା ମଧ୍ୟ ବହୁତ ଦୟାଳୁ, କିନ୍ତୁ ଯଦି ତୁମେ ପିତାଙ୍କ ଟଙ୍କା ତାଙ୍କ ବିନା ଅନୁମତିରେ ନେଇଯାଅ, ତେବେ ତୁମେ ଜଣେ ଅପରାଧୀ। ଏବଂ ଅନ୍ୟମାନଙ୍କ ବିଷୟରେ କ'ଣ କହିବ? ସେହିଭଳି, ଆମେ ସମସ୍ତେ ଭଗବାନଙ୍କ ପୁତ୍ର।"
690120 - ପ୍ରବଚନ SB 05.05.01 - ଲସ ଆ଼ଞ୍ଜେଲ୍ସ