Please join, like or share our Vanipedia Facebook Group
Go to Vaniquotes | Go to Vanisource | Go to Vanimedia


Vanipedia - the essence of Vedic knowledge

OR/660311 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

From Vanipedia

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏବେ, ଆମର କହିବା କଥା ହେଲା, ମାଁର ଗର୍ଭରୁ, ଆମ ଜନ୍ମର ପ୍ରଥମ ଅବସ୍ଥାଠାରୁ, ଯେପରି ବଢି ଚାଲିଥାଏ, ସେପରି ଶରୀରରୁ ବାହାରକୁ ଆସିବା ପରେ ମଧ୍ୟ ଏହା ବିକଶିତ ହୁଏ । କିନ୍ତୁ ଆତ୍ମ ସେହିପରି ଅଛି, ଅପରିବର୍ତ୍ତନୀୟ । ଶରୀର ବିକଶିତ ହୋଇଥାଏ । ସୁତରାଂ... ବର୍ତ୍ତମାନ ସେହି ବିକାଶ - ଏକ ଛୋଟ ବାଳକରୁ ଏକ ବଡ ବାଳକ ହୋଇଯାଏ, ତା ପରେ ସେ ହୋଇଯାଏ କିଶୋର, ତା ପରେ ହୋଇଯାଏ ଯୁବକ, ତାପରେ ଧୀରେ ଧୀରେ ମୋ ପରି ବୃଦ୍ଧ ହୋଇ ଯାଏ, ଏବଂ ତାପରେ ଧୀରେ ଧୀରେ, ଯେତେବେଳେ ଏ ଶରୀର କାର୍ଯ୍ୟକ୍ଷମ ରୁହେ ନାହିଁ, ସେତେବେଳେ ଏହା,ଏହାକୁ ତ୍ୟାଗ କରିବାକୁ ପଡେ ଏବଂ ଆଉଗୋଟିଏ ଶରୀର ଗ୍ରହଣ କରିବାକୁ ହୁଏ - ଆତ୍ମାର ପୁନର୍ଜନ୍ମ ପ୍ରକ୍ରିୟା । ମୁଁ ଭାବୁଛି ଏଇ ସରଳ ପ୍ରକ୍ରିୟା ବୁଝିବାରେ କିଛି ଅସୁବିଧା ନାହିଁ ।"
660311 - ପ୍ରବଚନ BG 02.13 - ନିୟୁର୍କ