OR/670322 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ ତୁମେ ତୁମର କାମରେ ଖୁସି ହେବାକୁ ଚେଷ୍ଟା କରୁଛ। ସମସ୍ତେ ନିଜ କାମରେ ଖୁସି ହେବାକୁ ଚେଷ୍ଟା କରୁଛନ୍ତି। ଜଣେ ବ୍ୟକ୍ତି, ସାଧାରଣ କର୍ମୀ, ସେ ମଧ୍ୟ କାମ କରି ଖୁସି ହେବାକୁ ଚେଷ୍ଟା କରୁଛନ୍ତି ଏବଂ ଜଣେ ମହାନ ପୁଞ୍ଜିପତି ମଧ୍ୟ ସେ ଖୁସି ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଭଗବଦ୍-ଗୀତା କୁହନ୍ତି ଯେ ସେମାନେ କେଉଁ ଅର୍ଥରେ ଖୁସି ହେବାକୁ ଚେଷ୍ଟା କରୁଛନ୍ତି? ସେମାନେ ଶରୀର ମାଧ୍ୟମରେ ବା ଇନ୍ଦ୍ରିୟ ସୁଖରେ ଖୁସି ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଆପଣ କେତେ ଦିନ ପର୍ଯ୍ୟନ୍ତ ଆପଣଙ୍କର ଇନ୍ଦ୍ରିୟଗୁଡିକୁ ସନ୍ତୁଷ୍ଟ କରିବାକୁ ସମର୍ଥ ହେବେ? ତୁମର ଆଗ୍ରହ ଅଲଗା: ଇନ୍ଦ୍ରିୟ ସୁଖ ନୁହଁ। ତୁମର ଆଗ୍ରହ ହେଉଛି, ତୁମେ କ’ଣ ତାହା ଖୋଜିବାକୁ ପଡିବ । ତେଣୁ ଭଗବଦ୍-ଗୀତାରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ଯେ, ତୁମେ ଏହି ଚେତନା । "
670322 - ପ୍ରବଚନ SB 07.07.46 - ସାନ୍ ଫ୍ରାନ୍ସିସ୍କୋ