OR/680912b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଜଣେ ରୋଗୀ, ସେ ଡାକ୍ତରଙ୍କ ପାଖକୁ ଯାଇଛନ୍ତି। ସେ ବହକାଳିନ ରୋଗରେ ପୀଡିତ ଅଛନ୍ତି। ସେ ଏହାର କାରଣ ଜାଣିଛନ୍ତି। ଡାକ୍ତର କୁହନ୍ତି ଯେ "ଆପଣ ଏହା କରିଛନ୍ତି; ତେଣୁ ତୁମେ ଯନ୍ତ୍ରଣା ଭୋଗୁଛ" । କିନ୍ତୁ ଆରୋଗ୍ୟ ପରେ ସେ ପୁନର୍ବାର ସମାନ କାର୍ଯ୍ୟ କରନ୍ତି। କାହିଁକି? ଏହା ପ୍ରକୃତ ସମସ୍ୟା। ସେ ଏପରି କାହିଁକି କରନ୍ତି? ସେ ଦେଖିଛନ୍ତି, ସେ ଅନୁଭବ କରିଛନ୍ତି। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି, କ୍ଵଚିତ ନିବର୍ତ୍ତତେ ଭଦ୍ରାତ । ଏହିପରି ଅଭିଜ୍ଞତା, ଶୁଣିବା ଏବଂ ଦେଖିବା ଦ୍ୱାରା, ବେଳେବେଳେ ସେ ନିଜକୁ ବାରଣ କରନ୍ତି, ଯେ "ନା, ମୁଁ ଏହିସବୁ କରିବି ନାହିଁ । ଏହା ବହୁତ ଅସୁବିଧାଜନକ ଅଟେ । ଗତ ଥର ମୋର ବହୁତ ଅସୁବିଧା ହୋଇଥିଲା। "ଏବଂ କ୍ଵଚିତ ଚରତି ତତ୍ ପୁନଃ ଏବଂ ବେଳେବେଳେ ସେ ପୁନର୍ବାର ସମାନ ଭୁଲ୍ କରନ୍ତି ।"
680912 - ପ୍ରବଚନ SB 06.01.06-15 - ସାନ୍ ଫ୍ରାନ୍ସିସ୍କୋ