OR/681222 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆନ୍ତର୍ଜାତୀୟ କୃଷ୍ଣଭାବାନାମୃତ ସଂଘ ହେଉଛି ଏକ ଆନ୍ଦୋଳନ ଯାହା ଭଗବାନଙ୍କ ପବିତ୍ର ନାମ ଜପ କରିବାର ସରଳ ପ୍ରକ୍ରିୟା ମାଧ୍ୟମରେ ମାନବିକତାର ଆଧ୍ୟାତ୍ମିକ ପୁନଃ ପରିବର୍ତ୍ତନକୁ ଲକ୍ଷ୍ୟ ରଖେ । ମାନବ ଜୀବନ ଭୌତିକ ଅସ୍ତିତ୍ୱର ଦୁଃଖ ଦୂର କରିବା ପାଇଁ ଉଦ୍ଦିଷ୍ଟ। ଆମର ବର୍ତ୍ତମାନର ସମାଜ ଭୌତିକ ପ୍ରଗତି ଦ୍ୱାରା ଏପରି କରିବାକୁ ଚେଷ୍ଟା କରୁଛି । ତଥାପି, ଏହା ସମସ୍ତଙ୍କ ପାଇଁ ଦୃଶ୍ୟମାନ ହୁଏ ଯେ ବ୍ୟାପକ ଭୌତିକ ପ୍ରଗତି ସତ୍ୱେ ମାନବ ସମାଜ ଶାନ୍ତିପୂର୍ଣ୍ଣ ଅବସ୍ଥାରେ ନାହିଁ । ଏହାର କାରଣ ହେଉଛି ଯେ ମଣିଷ ମୂଳତଃ ଏକ ଆଧ୍ୟାତ୍ମିକ ପ୍ରାଣ ଅଟେ । ଏହା ଆତ୍ମା ହେଉଛି ଭୌତିକ ଶରୀରର ବିକାଶର ପୃଷ୍ଠଭୂମି ।"
681222 - ପ୍ରବଚନ ପ୍ରେସ ବିଜ୍ଞପ୍ତି - ଲସ ଆ଼ଞ୍ଜେଲ୍ସ