OR/690213 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଚୈତନ୍ୟ ମହାପ୍ରଭୂ କହିଛନ୍ତି ଯେ ସୁଖର ସମୁଦ୍ର, ସ୍ୱାଦର ସମୁଦ୍ର, ଦିବ୍ୟ ସୁଖର ସମୁଦ୍ର ଅଛି, ଯାହା ବଢୁଛି। ଆନନ୍ଦମବୁଦ୍ଧି ବର୍ଧନଂ ପ୍ରତି-ପଦଂ ପୂର୍ଣ୍ଣାମୃତସ୍ୱାଦନଂ ସର୍ବାତ୍ମା-ସ୍ନପନଂ ପରଂ ବିଜୟତେ ଶ୍ରୀକୃଷ୍ନ-ସଂକୀର୍ତ୍ତନଂ (ଚ.ଚ. ଅନ୍ତ୍ୟ ୨୦.୧୨, ଶିକ୍ଷାଷ୍ଟକ ୧) । ଆପଣ ଏହା ହରେ କୃଷ୍ଣ ଜପ କରି ପାଇବେ, ଆପଣଙ୍କର ଆନନ୍ଦ ଅଧିକରୁ ଅଧିକ ବଢିବ ।"
690213 - ପ୍ରବଚନ BG 06.01 - ଲସ ଆ଼ଞ୍ଜେଲ୍ସ