OR/690215 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
:ପତ୍ରଂ ପୁଷ୍ପଂ ଫଲଂ ତୋୟଂ
ୟୋ ମେ ଭକ୍ତ୍ୟା ପ୍ରୟଚ୍ଛତି ।
ତଦହଂ ଭକ୍ତ୍ୟୁପହୃତମ
ଅଶ୍ନାମି ପ୍ରୟତାତ୍ମନଃ ॥
(ଭ.ଗୀ. ୯.୨୬)

'ଯଦି କେହି ମୋତେ ଫୁଲ, ଫଳ, ପନିପରିବା, କ୍ଷୀର, ପ୍ରେମଭକ୍ତି ସହିତ ପ୍ରଦାନ କରନ୍ତି, ମୁଁ ଗ୍ରହଣ କରେ ଏବଂ ଖାଏ' । ବର୍ତ୍ତମାନ ସେ କିପରି ଖାଉଛନ୍ତି, ଯାହାକୁ ଆପଣ ବର୍ତ୍ତମାନ ଦେଖି ପାରିବେ ନାହିଁ - କିନ୍ତୁ ସେ ଖାଉଛନ୍ତି । ଯାହା ଆମେ ପ୍ରତିଦିନ ଅନୁଭବ କରୁଛୁ । ରୀତିନୀତି ଅନୁଯାୟୀ ଆମେ କୃଷ୍ଣଙ୍କୁ ପ୍ରଦାନ କରୁଛୁ, ଏବଂ ତୁମେ ଦେଖୁ ଖାଦ୍ୟର ସ୍ୱାଦ ତୁରନ୍ତ ବଦଳିଯାଏ । ତାହା ବ୍ୟବହାରିକ ଅଟେ । ସେ ଖାଏ, କିନ୍ତୁ ସେ ପୂର୍ଣ୍ଣ ଥିବାରୁ ସେ ଆମ ପରି ଖାଆନ୍ତି ନାହିଁ । ଯେପରି ମୁଁ ଯଦି ତୁମକୁ ଖାଦ୍ୟ ସାମଗ୍ରୀର ଏକ ଥାଳି ଦିଏ, ତୁମେ ସମାପ୍ତ କର । କିନ୍ତୁ ଭଗବାନ ଭୋକିଲା ନୁହଁନ୍ତି, କିନ୍ତୁ ସେ ଖାଆନ୍ତି । ସେ ଖାଆନ୍ତି ଏବଂ ପଦାର୍ଥ ସବୁ ସେହିପରି ରଖିଥାନ୍ତି ।"

690215 - ପ୍ରବଚନ BG 06.06-12 - Los Angeless