OR/690910 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ନରୋତ୍ତମ ଦାସ ଠାକୁରଙ୍କ ବ୍ୟାଖ୍ୟା କହୁଛି ଯେ ଏହି ଯୁଗରେ, ଯଦିଓ ଲୋକମାନେ ମଦ୍ୟପ, ମହିଳା-ଶିକାରୀ, ମାଂସ ଭୋଜନକାରୀ ଏବଂ ସମସ୍ତେ..., ଜୁଆଡି, ସମସ୍ତ ପ୍ରକାରର ପାପ କର୍ମରେ ଲିପ୍ତ, ତଥାପି, ଯଦି ସେମାନେ ଏହି କୃଷ୍ଣ ଭାଵନାମୃତ ଆନ୍ଦୋଳନକୁ ନେଇ ହରେ କୃଷ୍ଣ ଜପ କରନ୍ତି, ତେବେ ସେମାନେ ନିଃସନ୍ଦେହ ପାର ହୋଇଯିବେ । ଏହା ହେଉଛି ଭଗବାନ ଚୈତନ୍ୟଙ୍କ ଆଶୀର୍ବାଦ।"
690910 - Bhajan and Purport to Hari Hari Biphale - ହାମବର୍ଗ