OR/700518b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ତୁମ ଆଖିରେ ତୁମେ ଭଗବାନଙ୍କ ପ୍ରେମ ଲାଗଉଛ, ତେବେ ତୁମେ ସବୁବେଳେ ଭଗବାନଙ୍କୁ ଦେଖିବ । ସନ୍ତ ସଦଇବ ହୃଦୟେଷୁ ବିଲୋକୟନ୍ତି । ହଁ। ତେଣୁ ଭକ୍ତି। ତେଣୁ ଏହା ଭଗବାନଙ୍କୁ ବୁଝିବାର ଉପାୟ। ସେବା ଦ୍ଵାରା, ପ୍ରେମ ବଢ଼ାଇ... ଏହି ପ୍ରେମ କେବଳ ସେବା ଦ୍ଵାରା ବଢିପାରେ । ଅନ୍ୟଥା କୌଣସି ସମ୍ଭାବନା ନାହିଁ । ସେବୋନମୁଖେ ହି ଜିହ୍ଵାଦୌ (ଭ.ର.ସି. ୧.୨.୨୩୪)। ତୁମେ ଯେତେ ଅଧିକ ତୁମର ସେବାଭାବକୁ ବଢ଼ାଇବ, ତୁମେ ଭଗବାନଙ୍କ ସ୍ନେହପୂର୍ଣ୍ଣ ପ୍ରେମକୁ ସେତେ ବଢ଼ାଇବ । ଏବଂ ଯେତେ ଶୀଘ୍ର ତୁମେ ଭଗବାନଙ୍କ ପ୍ରେମର ସିଦ୍ଧ ପର୍ଯ୍ୟାୟରେ ପହଞ୍ଚ, ତୁମେ ପ୍ରତ୍ୟେକ ମୁହୂର୍ତ୍ତରେ ଭଗବାନଙ୍କୁ ଦେଖ । ଚବିଶ ଘଣ୍ଟା ତୁମେ ଦେଖି ପାରିବ । ବହୁତ ଧନ୍ୟବାଦ ।"
700518 - ପ୍ରବଚନ ISO 13-15 - ଲସ ଆ଼ଞ୍ଜେଲ୍ସ