OR/700702 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭୌତିକ ବୈଜ୍ଞାନିକମାନେ, ସେମାନେ କୁହନ୍ତି ଯେ କୌଣସି ଆତ୍ମା ନାହିଁ, କାରଣ ସେମାନେ ଦେଖିପାରୁନାହାଁନ୍ତି। ସେମାନଙ୍କର ଯନ୍ତ୍ର କିମ୍ବା ସେମାନଙ୍କର ଜ୍ଞାନ ଦ୍ୱାରା ଏହା ସମ୍ଭବ ନୁହେଁ। ଅପଶ୍ୟତାଂ । ସେମାନେ ଏହାକୁ ଦେଖନ୍ତି ନାହିଁ। ତେଣୁ ଆମେ ଆମ ଆଖିକୁ ବିଶ୍ୱାସ କରିପାରିବୁ ନାହିଁ। ଏହି ଆଖି କିଛି ଦେଖିବା ପାଇଁ ଯୋଗ୍ୟ ନୁହେଁ । ଏହା ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଏହା ଆମକୁ କିଛି ଭାବନା ଦେଇଥାଏ । ଅନ୍ୟଥା ... ତେଣୁ ମୋର ଗୁରୁ ମହାରାଜ କହୁଥିଲେ ଯେ ସାଧୁ ବ୍ୟକ୍ତିମାନଙ୍କୁ ଆଖିରେ ନୁହେଁ, କାନରେ ଦେଖିବା ଉଚିତ୍ । ଦେଖିବାର ବିଭିନ୍ନ ପ୍ରକ୍ରିୟା ଅଛି । ବିଶ୍ଵାସ କର ନାହିଁ ଯେ ଆଖି ସବୁକିଛି ଦେଖିବା ପାଇଁ ଯଥେଷ୍ଟ । ନା। "
700702 - ପ୍ରବଚନ SB 02.01.01-4 - Partial Recording - ଲସ ଆ଼ଞ୍ଜେଲ୍ସ