OR/710117c ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତଦ-ବିଜ୍ଞାନାଅର୍ଥଂ ସ ଗୁରୁଂ ଏବ ଅଭିଗଚ୍ଛେତ (ମୁ.ଉ. ୧.୨.୧୨):" ତତ୍ୱ ଜ୍ଞାନକୁ ବୁଝିବାକୁ ହେଲେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ନିକଟକୁ ଯିବାକୁ ପଡିବ । ଗଚ୍ଛେତ । ଯଦି ତୁମେ ଏହି ନୀତିଗୁଡିକ ଗ୍ରହଣ କରୁନାହଁ, ତେବେ ତୁମେ କିପରି ଅଗ୍ରଗତି କରିପାରିବ? ତସ୍ମାଦ ଗୁରୁଂ ପ୍ରପଦ୍ୟେତ ଜିଜ୍ଞାସୁର ଶ୍ରେୟ ଉତ୍ତମଂ ( ଭା. ୧୧.୩.୨୧) । ଯଦି ଆପଣ ଏହି ନୀତି ଗ୍ରହଣ କରନ୍ତି ନାହିଁ, ତେବେ କୌଣସି ସମ୍ଭାବନା ନାହିଁ । ତା'ପରେ ତୁମେ ନିଜ ପଦ୍ଧତିରେ ଚିନ୍ତା କରି ଚାଲିପାରିବ । କାହା ପାଖକୁ ଯିବାର ପ୍ରଶ୍ନ ନାହିଁ । ଚିନ୍ତା କରି ତୁମେ ନିଜକୁ ସିଦ୍ଧ କର, ଯେପରି ଅନ୍ୟମାନେ କରୁଛନ୍ତି, କଳ୍ପନା କରୁଛନ୍ତି । ତାହା ସମ୍ଭବ । କିନ୍ତୁ କଦାପି ସିଦ୍ଧତାକୁ ନୁହେଁ। "
710117 - ବାର୍ତ୍ତାଳାପ - ଆଲ୍ହାବାଦ